State

ଭାରତୀୟ ଜାତୀୟ କଂଗ୍ରେସ ଦଳ ତରଫରୁ ସମ୍ବିଧାନ ଦିବସ ପାଳନ

 

ଉଲୁଣ୍ଡା ୨୬/୧୧ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଂଗ୍ରେସ କମିଟି ତରଫରୁ ସମ୍ବିଧାନ ଦିବସ ପାଳିତ ଓ ସମ୍ବିଧାନ ପ୍ରଣେତା ଡ଼ଃ. ବାବାସାହେବ ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି l ଏହି ପବିତ୍ର ସମାରୋହରେ ଉଲୁଣ୍ଡା ବ୍ଲକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବସ୍ତିଆ, ଦଳିତ ନେତା ତଥା ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ଭୋଳାନାଥ ସାଗର, ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ସଂଯୋଜକ କଂଗ୍ରେସ ସେବାଦଳ ଶ୍ରୀଯୁକ୍ତ ସନ୍ତୋଷ ପଧାନ, ସୁରୁବାବୁ ମହାକୁର, ଆଦିତ୍ୟ ମହାକୁର, ସୁରେନ୍ଦ୍ର ମହାକୁର, ଉପେନ୍ଦ୍ର ବାଘ, ଉପେନ୍ଦ୍ର ଡାଙ୍ଗ, ରଞ୍ଜନ ଜାଲ, ମନୋଜ କୁମାର ଜାଲ, ରଞ୍ଜିତ ଜଗଦଲା ପ୍ରମୁଖ ଉପସ୍ଥିତ ଥିଲେ l

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ

Related Articles

Back to top button