State

ଧର୍ମ ପାରାୟଣ ବ୍ୟକ୍ତି ଙ୍କ ବିୟୋଗ

 

ଉଲୁଣ୍ଡା ୨୫/୧୧ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତ ର ମସିଣାପାଲି ଗାଁ ର ଧର୍ମ ପାରାୟଣ ବ୍ୟକ୍ତି ମକୁନ୍ଦ ନାଏକ ଙ୍କ ଆଜି ପରଲୋକ ହୋଇଯାଇଛି। ସାମ୍ବାଦିକ ଙ୍କ ପିତୃ ବିୟୋଗ ହୋଇଯାଇଛି।ଏହି ଖବର ରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସେ ଜଣେ ଧର୍ମ ପାରାୟଣ ବ୍ୟକ୍ତି ଭାବରେ ଅଞ୍ଚଳ ରେ ବେଶ ଜଣାଶୁଣା। ମୃତ୍ୟୁ ବେଳକୁ ତାଙ୍କ ପାଖରେ ପରିବାର ବର୍ଗ ସମସ୍ତେ ଉପସ୍ଥିତ ଥିଲେ। ଅଞ୍ଚଳ ରେ ଏବେ ଶୋକର ଛାୟା ଖେଳିଯାଇଛି।

Related Articles

Back to top button