State
ହାଜୀ ସେଖ ସମିଋଦୀନ ସରକାରୀ ହାଇସ୍କୁଲ ଠାରେ “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର” ସଭା ତଥା ଶିକ୍ଷକ ଅଭିଭାବକ ସମନ୍ୱୟ କମିଟି ବୈଠକ ପ୍ରଧାନ ଶିକ୍ଷକ ପ୍ରତାପ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ


ହାଜୀ ସେଖ ସମିଋଦୀନ ସରକାରୀ ହାଇସ୍କୁଲ ଠାରେ “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର” ସଭା ତଥା ଶିକ୍ଷକ ଅଭିଭାବକ ସମନ୍ୱୟ କମିଟି ବୈଠକ ପ୍ରଧାନ ଶିକ୍ଷକ ପ୍ରତାପ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସହ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଉପସ୍ଥିତିରେ ସଭା ଟି ସ୍ଥାପିତ

ହୋଇଥିଲା। ଏଥିରେ ଉଭୟ ଶିକ୍ଷକ ଓ ଅଭିଭାବକ ନିଜ ନିଜର ମତାମତ ଆଦାନ ପ୍ରଦାନ ସହ ସ୍କୁଲ ତଥା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ବିଷୟରେ ଉଭୟଙ୍କ ମଧ୍ୟରେ ସମାଲୋଚନା ହୋଇଥିଲା। ଭବିଷ୍ୟତରେ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ଉନ୍ନତି ଓ ଶୃଙ୍ଖଳିତ ସ୍କୁଲ ପରିବେଷ ଗଠନ ଏକାନ୍ତ ଆବଶ୍ୟକ। ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ଟେଷ୍ଟ ପରୀକ୍ଷାରେ ରଖିଥିବା ମାର୍କସିଟ ପ୍ରକାସ କରିଥିଲେ।

ତିର୍ତ୍ତୋଲ ରୁ ସନାଓର ଅଲିଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା




