State

ଆସନ୍ତା ୩୦ ନଭେମ୍ବର ଦିନ ହେବାକୁ ଯାଉଥିବା ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ(୨୦୨୩)ରେ ଭାଗନେବା ପାଇଁ କୃଷ୍ଣାନନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ପ୍ରସ୍ତୁତି

ଆସନ୍ତା ୩୦ ନଭେମ୍ବର ଦିନ ହେବାକୁ ଯାଉଥିବା ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ(୨୦୨୩)ରେ ଭାଗନେବା ପାଇଁ କୃଷ୍ଣାନନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ପ୍ରସ୍ତୁତି ଓ ପ୍ରଦର୍ଶନୀ ଖୁବ ଲୋକପ୍ରିୟ ହୋଇଥିଲା ପ୍ରଧାନ ଶିକ୍ଷକ ସେଖ ଅମାନୁଲ୍ଲାଙ୍କ ଭୀଷଣ ପରିଶ୍ରମ ଓ ବିଜ୍ଞାନ ଶିକ୍ଷକ ବିକାଶ ଚନ୍ଦ୍ର ଭୋଇ ଓ ସଙ୍ଗୀତା ପ୍ରଧାନ,ସହ ଶିକ୍ଷୟିତ୍ରୀ କନକ ଲତା ସାହୁ ଓ ସଞ୍ଜିଦା ତସକିନ, ସହଯୋଗ କରିଥିଲେ। ଉକ୍ତ ଉତ୍ସବରେ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ

କରିଥିବା ଅଖତର ଅଲି ଖାଁ, ରାମଚନ୍ଦ୍ର ନାୟକ ଓ ଅନୁସୟା ଦାସ। ଶ୍ରୀ ବିପିନ ବିହାରୀ ସାହୁ ସ୍କୁଲ ଚିଅର ପରସନ, SMC members, ସମାଜ ସେବୀ ସେଖ ସନାଓର ଅଲି ଉପସ୍ଥିତ ଥିଲେ। ପ୍ରଥମ ଥର କୃଷ୍ଣାନନ୍ଦପୁର ଗ୍ରାମ ପଞ୍ଚାୟତରେ ବହୁତ ହର୍ଷ ଉଲହାସ ସହ ଅଭ୍ୟାସ ମୂଳକ ପ୍ରସ୍ତୁତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ପ୍ରତିଯୋଗୀତାରେ ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ସହ ସ୍ମାରକପତ୍ର ଓ ପ୍ରତିଯୋଗୀତାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍ମାରକପତ୍ର ଦିଆଯାଇଥିଲା, ଓଡ଼ିଶା ସିଆରସି ଅବଦୁଲ ଭୁଟଟୋଙ୍କ ଉପସ୍ଥିତିରେ ବାତାବରଣଟି ଅନେକ ସ୍ଵଭାବିକ ହୋଇଥିଲା,

ତିର୍ତ୍ତୋଲ ରୁ ସନାଓର ଅଲିଙ୍କ ରିପୋର୍ଟ, ସମର୍ଥ ନିୟୁଜ,

Related Articles

Back to top button