Country

୫୦ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ବାରଙ୍ଗ ବ୍ଳକର ବଡ ଝରିଲୋ ,ମା’ଶ୍ୟାମାକାଳୀ ସାଂସ୍କୃତିକ ପରିଷଦ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାରଙ୍ଗ ବ୍ଳକ ବଡଝରିଲୋ ଠାରେ ମା’ ଶ୍ୟାମାକାଳୀ ସାଂସ୍କୃତିକ ପରିଷଦ ତରଫରୁ ସୁବର୍ଣ୍ଣ ଜୟନ୍ତୀ ୫୦ ବର୍ଷ ପାଳନ ଅବସରରେ ମେଳା ବଜାର ଏବଂ ଯାତ୍ରା ମଞ୍ଚ କାର୍ଯ୍ୟକ୍ରମ ଆଠଦିନ ଧରି ଅନୁଷ୍ଠିତ ହେବ, ଏହି ସାଂସ୍କୃତିକ କାର୍ଯ୍ୟରେ ବିଭିନ୍ନ ପ୍ରକାର ନୃତ୍ୟ ସଙ୍ଗୀତ ଯାତ୍ରା ପରିବେଷଣର କାର୍ଯ୍ୟକ୍ରମ ରହିଛି । ୧୩ ତାରିଖଠାରୁ ୨୦ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଉଦୟମାନ କଳାକାରମାନଙ୍କୁ ନେଇ ନୃତ୍ୟ ପରିବେଷଣ, ଗୀତ, ସଙ୍ଗୀତ, କେମିଡ଼ି, ମଡର୍ଣ୍ଣ ଓଡ଼ିଶୀସମ୍ବଲପୁରୀ, ଆଦିବାସୀ ଡ୍ୟାନ୍ସ ,ନୃତ୍ୟ ସଙ୍ଗୀତ ପ୍ରତିଯୋଗୀତା, ଓ ଲିଉଡର ପ୍ଳେ ର ବ୍ୟାକ ସିଙ୍ଗର ପମି ମିଶ୍ର, ଓ ସଚିନ ଜୀସାର୍ଥକ ସାରେଗାମାପା ଏବଂ ସିଦାର୍ଥ ଟିଭି ଭକ୍ତିକଣ୍ଠ ତ୍ୟାନ୍ସ ଭାଇରସ ଏବଂ ମ୍ୟୁଜିକାଲ ପ୍ରୋଗାମର କଳାକାର ଇତିଶ୍ରୀ ସସ୍ମିତା ପଞ୍ଚାନନ ସିଙ୍ଗର ଓ କମେଡି ସୋ ପୂର୍ଣ୍ଣଚନ୍ଦ୍ର ହିଷ୍ଟିଆ ମଧୁସ୍ତିତ। ଓଲିଉଡ ସିଙ୍ଗର ସନତପାଣି ଗ୍ରାହୀ, ଜୁନିୟର ସୋନୁ ନିଗମ ବହୁତ କଳାକାରମାନେ ଯୋଗଦାନ ଦେବେ । । ଯାତ୍ରା ମଞ୍ଚର ଯାତ୍ରା ପାଟି ଇନ୍ଦ୍ର ଭୁବନ, ଏବଂ ତାରିଣୀ ଯାତ୍ରା ଜଗତ ଆଠ ଦିନ ଧରି ଯାତ୍ରା ପରିବେଷଣର କାର୍ଯ୍ୟକ୍ରମ ରହିଛି। ବଡ ମେଳାର ଆୟୋଜନ ମଧ୍ଯ କରାଯାଇଛି । ବିଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରକାର ସାମଗ୍ରୀ ସହିତ ବିଭିନ୍ନ ପ୍ରକାର ସୁସ୍ଵାଦ ଖାଇବା ଜିନିଷ ମଧ୍ୟ ଦେଖି ବାକୁ ମିଳିଥିଲା । ଏହି ସବୁ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଦାୟିତ୍ୱ ତୁଲାଇଥିଲେ ଏହି ଅନୁଷ୍ଠାନର ପ୍ରତିଷ୍ଠିତ ଅଧକ୍ଷ – ତାଃ ମନୋଜ କୁମାର ଦାସ, ପ୍ରେସିଡେଣ୍ଟ -ପ୍ରତାପ ଚନ୍ଦ୍ର ପଣ୍ଡା ସମ୍ପାଦକ – ସୁବୋଧ ପଟ୍ଟନାୟକ, ସାଂସ୍କୃତିକ ସମ୍ପାଦକ -ଚିତ୍ତ ରଞ୍ଜନ ଦାସ, କୋଷା ଦିକ୍ଷ-ନିତାଇ ଗୌର ଦାସ ଏବଂ ମେମ୍ବର ସଭ୍ୟମାନେ _ଆଲୋକବରସେନା, ମନୋରଞ୍ଜନ ଦାସ, ଗଗନ ବିହାରୀ ଦାସ, ପ୍ରଭାତ ଜେନା, ସୈଲେନ୍ ଦାସ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଅନ୍ୟ ସଭ୍ୟ ବୃନ୍ଦ ମାନେ ଏମାନଙ୍କ ଅକ୍ଳାନ୍ତ ଉଦ୍ୟମ ବଡ ଫଶନୀୟ_ବାରଙ୍ଗ ବ୍ଳକରୁପୁଷ୍ପଲତା ଦୀକ୍ଷିତଙ୍କ ରିପୋଟ ସମର୍ଥ ନିୟୁଜ୍‌ ଓଡିଶା

Related Articles

Back to top button