Country
ମା ଦକ୍ଷିଣ କାଳୀ ଙ୍କ ବାର୍ଷିକ ଉତ୍ସବ


ଛତିଆ କମ୍ପାନୀ ବଜାର ଉଇଭିଂ ମିଲ ପ୍ରାଙ୍ଗଣରେ ପ୍ରତିଷ୍ଠା ହୋଇଥିବା ମା ଦକ୍ଷିଣ କାଳୀଙ୍କ ବାର୍ଷିକ ଉତ୍ସବ ଆଜି ଠାରୁ 4ଦିନ ବ୍ୟାପି ଅନୁଷ୍ଠିତ ହେଉଅଛି, ମା ଙ୍କ ର ବିଭିର୍ନ ଅବତାର ଫଟୋ ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇଅଛି, ପ୍ରତେହ ସନ୍ଧ୍ୟା ରେଭଜନ ସମାରୋହ ପ୍ରବଚନ କାର୍ଯ୍ୟକ୍ରମ ନାମ ସଂକୀର୍ତନ ଅନୁଷ୍ଠିତ ହେଉଅଛି,ପଣ୍ଡିତ ଶ୍ୟାମ ସୁନ୍ଦର ଶତପଥି ଓ ସାଥି ପଣ୍ଡିତ ମାନେ ବେଦ ମନ୍ତ୍ର ପାଠ କରୁ ଥିବା ବେଳେ କିଶୋର ରାମ ଓ ତାଙ୍କ ଧର୍ମ ପତ୍ନୀ ସରିତା କର୍ତ୍ତା କର୍ତ୍ତୀ ଭାବରେ ଆହୁତି ପ୍ରଦାନ କରୁଛନ୍ତି, ସୂର୍ଯ୍ୟ ପୂଜା ହୋମ ଯଜ୍ଞ ଚଣ୍ଡୀ ପାଠ ଓ ମା ଙ୍କ ଷୋଡଶ ଉପଚାର ପୂଜା ସହିତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଅଛି, ମା ତାରିଣୀ ବଣିକ ସଂଘ ଓ ଛତିଆ ଗ୍ରାମ ବାସି ଏଥିରେ ସହଯୋଗ କରୁଛନ୍ତି, ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ




