Country

ମା ଗୋଜବାୟାଣୀ ଙ୍କ ବାର୍ଷିକ ଉତ୍ସବ ।

ବୈରୀ ସ୍ଥିତ ମା ଗୋଜବାୟାଣୀ ଙ୍କ25ତମ ବାର୍ଷିକ ଉତ୍ସବ ଆଜି ପବିତ୍ର ଦୀପାବଳି ଦିନ ଅନୁଷ୍ଠିତ ହୋଇଯାଇଅଛି, ମନ୍ଦିର ପ୍ରତିଷ୍ଠାତା ସ୍ବର୍ଗତ ଦୁର୍ଗା ଚରଣ ନାୟକ ଙ୍କ ଧର୍ମ ପତ୍ନୀ ବେଲ ଦେଇ ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ ମା ଙ୍କ ଷୋଡଶ ଉପଚାର ପୂଜା ଘୃତ ଯଜ୍ଞ ପୁଷ୍ପାଞ୍ଜଳି ପର୍ଣ୍ଣାହୁତି ପ୍ରସାଦ ସେବନ ଓ ସନ୍ଧ୍ୟା ରେ ମା ସିନ୍ଦୁରାଇ ମା ଭଗବତୀ ସଂକୀର୍ତନ ମଣ୍ଡଳୀ ଙ୍କ ଦ୍ୱାରା ଭଜନ କୀର୍ତ୍ତନ ପରିବେଷଣ କରାଯାଇଥିଲା, ପୂଜକ ପ୍ରକାଶ ମିଶ୍ର ବେଦ ମନ୍ତ୍ର ପାଠ କରିଥିବା ବେଳେ ଶଙ୍କର ନାୟକ କର୍ତ୍ତା ଭାବରେ ଆହୁତି ପ୍ରଦାନ କରିଥିଲେ, ହରି ହର ଦଳାଇ ଲଲାଟ ସାମଲ ଖଗେଶ୍ୱର ନାୟକ ଆସ୍ତିକ ସ୍ୱାଇଁ ଶତ୍ରୁଘ୍ନ ସାହୁ ବୀର ମଲିକ ଶ୍ୟାମ ମଲିକ ଆକାଶ ଖୁଣ୍ଟିଆ ଓ ବିଶ୍ୱ ଜିତ ଖିଲାର ପ୍ରମୁଖ କାର୍ଯ୍ୟ କ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ।

Related Articles

Back to top button