Country

ଡ଼ିସେମ୍ବର 25ଛତିଆ ସତସଙ୍ଗ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଛତିଆ ସତସଙ୍ଗ କେନ୍ଦ୍ର ଆନୁକୂଲ୍ୟରେ ଆସନ୍ତା ଡ଼ିସେମ୍ବରମାସ 25ତାରିଖ ଦିନ ପରମ ପ୍ରେମ ମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ 136ତମ ଜନ୍ମ ମହୋତ୍ସବ ଓ କେନ୍ଦ୍ର ର 14ତମ ସ୍ମୃତି ମହୋତ୍ସବ ପାଳିତ ହେବାକୁ ଯାଉଅଛି, ଏହି ଉପଲକ୍ଷେ ଆଜି ସତସଙ୍ଗ କେନ୍ଦ୍ର ଠାରେ ଚଣ୍ଡିଖୋଲ ସତସଙ୍ଗ ବିହାର ସଭାପତି ସତ୍ୟପୀର ନାୟକ ଙ୍କ ଅଧକ୍ଷ ତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି, ଉତ୍ସବ କମିଟି ସଭା ପତି ବାମନ ଚରଣ ସାହୁ ବିବରଣୀ ପାଠ କରିଥିଲେ କେନ୍ଦ୍ର ସମ୍ପାଦକ ଫକୀର ଚରଣ ପୃଷ୍ଟି ନାରାୟଣ ଚନ୍ଦ୍ର ପ୍ରଧାନ ସନାତନ ଲେଙ୍କା ଅଭିମନୁ ସାମନ୍ତ ରାୟ ଅକ୍ଷୟ ବେହେରା ଅନନ୍ତ ସାମଲ ଶଶୀଭୁଷଣ ପ୍ରଧାନ କାର୍ତିକ ରାଉତ କାର୍ତିକ ସାହୁ ଜୋତିରିନ୍ଦ୍ର ଦାସ ଅଶୋକ ସାହୁରମେଶ ପାତ୍ର ସୁକାନ୍ତ ଖଟୁଆ ବଂଶୀଧର ଲେଙ୍କା କପିଳ ରାଉତ ବିଚିତ୍ରପ୍ରଧାନ ଚିତ୍ତ ରଞ୍ଜନ ସାହୁ ଅଜୟ ଲେଙ୍କା ସଞ୍ଜୟ ଭାଇ ରମେଶ ପାତ୍ର ପ୍ରମୁଖ ନିଜ ନିଜ ର ମତ ବ୍ୟକ୍ତ କରିଥିଲେ, ସୁନୀଲ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ।

Related Articles

Back to top button