Country

ଅର୍ଥ ଶାସ୍ତ୍ର ବିଭାଗ ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ

 

ଆଜି ମହାପୁରୁଷ ହାଡ଼ି ଦାସ ମହାବିଦ୍ୟାଳୟ ଅର୍ଥ ଶାସ୍ତ୍ର ବିଭାଗ ପକ୍ଷରୁ ଏକ ସେମିନାର ଅନୁଷ୍ଠିତ ହୋଇଯାଇଅଛି, ମହା ବିଦ୍ୟାଳୟ ର ଅଧ୍ୟକ୍ଷ prof ବଳରାମ ସାହୁ ଏଥିରେ ଅଧକ୍ଷତା କରିଥିବା ବେଳେ dr ନିରଞ୍ଜନ ପାତ୍ର ସଭା ସଂଚାଳନ କରିଥିଲେ, ଏଫ ଏମ ୟୁନିଭାରସିଟି ପ୍ରାକ୍ତନ ଚାନ୍ସ ସେଲର prof କୁମର ବର ଦାସ ମୁଖ୍ୟ ବକ୍ତା ଭଦ୍ରକ କଲେଜ ଅର୍ଥ ଶାସ୍ତ୍ର ବିଭାଗ ମୁଖ୍ୟ dr ଦିନେଶ ଚନ୍ଦ୍ର ଦାସଲାରମ୍ବା ଅଟୋ ନମଶ କଲେଜ ଅର୍ଥ ଶାସ୍ତ୍ର ବିଭାଗ ମୁଖ୍ୟ dr ଦିଗାମ୍ବର ଚାନ୍ଦ ଗେଷ୍ଟ ସ୍ପିକର ଭାବରେ ଯୋଗ ଦେଇ ଥିଲେ, ବରିଷ୍ଟ ଅର୍ଥଶାସ୍ତ୍ର ଅଧ୍ୟାପକ ପ୍ରଭାସ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ମହା ବିଦ୍ୟଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମ ଚାରୀ କାର୍ଯ୍ୟ କ୍ରମ ପରିଚାଳନା ରେ ସହଯୋଗ କରିଥିଲେ ତୀର୍ଥସାର ଅତିଥି ପରିଚୟ ପ୍ରଦାନ କରିଥିଲେ ସ୍ଥାନୀୟ ଅଞ୍ଚଳ ର ବହୁ ବୁଦ୍ଧିଜୀବୀ ଜ୍ଞାନୀଗୁନି ବିଦ୍ୱାନ ମଣ୍ଡଳୀ ଏଥିରେ ଯୋଗ ଦାନ କରିଥିଲେ, ।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ 

Related Articles

Back to top button