Country
ଦକ୍ଷିଣକାଳୀ ମନ୍ଦିର ରେ ଯଜ୍ଞ ଉତ୍ସବ।


ହାଇ ଲେବୁଲ କେନାଲ ବୈରୀ ଉପୁଳା ମଧ୍ୟ ସ୍ଥଳୀ କପାଷ୍ଟିକିରି ମୌଜା ସ୍ଥିତ ସାଇ ପ୍ରତିଭା ଶିଧ ଆଶ୍ରମ ରେ ଚଳିତ ମାସ 10ତାରିଖ ଠାରୁ 12ତାରିଖ ପର୍ଯ୍ୟନ୍ତ ଦକ୍ଷିଣ କାଳୀ ମନ୍ଦିର ର ଯଜ୍ଞ ଉତ୍ସବ ଅନୁଷ୍ଠିତ ହେଉଅଛି, ନିତ୍ୟ ସେବକ ମଥୁରା ନନ୍ଦ ମହାପାତ୍ର ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ ଗତ କାଲି ଅଙ୍କୁରୋପଣ କଳସ ଯାତ୍ରା ଆଜି ଯଂଜ୍ଞ କର୍ମ ଓ ଆହୁତି ଅନୁଷ୍ଠିତ ହୋଇଯାଇଅଛି, ମନ୍ଦିର ର ତତ୍ୱା ବଧାରକ ରଶ୍ମି ରଞ୍ଜନ ମହାପାତ୍ର କର୍ତ୍ତା ଭାବେ ଓ ତାଙ୍କ ଧର୍ମ ପତ୍ନୀ କର୍ତ୍ତୀ ଯଂଜ୍ଞ ମଣ୍ଡପ ରେ ବସି ଆହୁତି ପ୍ରଦାନ କରୁଥିବା ବେଳେ ପଣ୍ଡିତ ମଣ୍ଡଳୀ ବେଦ ମନ୍ତ୍ର ପାଠ କରୁଛନ୍ତି, ଆସନ୍ତା କାଲି ମଧ୍ୟ ରାତ୍ରି ରେ ମା ଙ୍କ ସନ୍ଧି ପୂଜା ଓ ପୂର୍ଣ୍ଣାହୁତି ହେବ ବୋଲି କମିଟି ପକ୍ଷ ରୁ ସୂଚନା ମିଳିଛି, ଉପୁଳା କପାଷ୍ଟିକିରି ବୈରୀ ବନ୍ତଳା କଇନ୍ତି ପୋଖରୀ ଠେଙ୍ଗଡ଼ ବାରିମୂଳ ଓଲର ଶତାନୁଣ୍ଡା ବରାଙ୍ଗ ଆଦି ଗ୍ରାମ ର ଲୋକ ମାନେ ଏଥିରେ ସହ ଯୋଗ କରୁଛନ୍ତି । ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ




