Country

ଶରତ କୁମାର ନାୟକ ବୈରୀ ଥାନା ର I I C ଦାୟିତ୍ୱ ଗ୍ରହଣ କଲେ,

ଆଜି I I C ଶରତ କୁମାର ନାୟକ ବୈରୀ ଥାନା ରେ ନୂତନ ଥାନାଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି, ଏହା ପୂର୍ବ ରୁI I C ଦାୟିତ୍ୱ ରେ ଥିବା ପି, କେ କାନୁନ ଗୋ ତାଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରି ଥିବା ଜଣା ପଡିଛି, ଶ୍ରୀଯୁକ୍ତ ନାୟକ ଏହା ପୂର୍ବ ରୁ ବ୍ରହ୍ମ ବରଦା ଥାନା ରେ ଥାନାଧିକାରୀ ଭାବରେ ଅବସ୍ଥାପିତ ଥିଲେ, ସେ ଜଣେ ସଚୋଟ ସ୍ପଷ୍ଟ ବାଦୀ ଓ ନିର୍ଭିକ ପୋଲିସ ଅଫିସର ଭାବରେ ବହୁତ ସୁନାମ ଅର୍ଜୁନ କରିଛନ୍ତି, ତେଣୁ ବୈରୀ ଥାନା ଅଂଚଳ ରେ ସେ ଲୋକ ମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବେ ବୋଲି ଅଂଚଳ ବାସୀ ତାଙ୍କ ଠାରୁ ଆଶା କରିଛନ୍ତି, ଚୋରି ଡକାୟତ ରାହାଜାନି ଦୁଇ ନମ୍ବର କାରବାର ଓ ଗୁଣ୍ଡା ବଦମାସ ମାନଙ୍କୁ ସେ ସା ବା ଡ଼ ନିଶ୍ଚିନ୍ତ କରିବେ ବୋଲି ଆଶା କରାଯାଉଅଛି ଦାଇତ୍ୱ ଗ୍ରହଣ ପରେ କିଭଳି କାମ କଲେ ଲୋକ ମାନଙ୍କର ପ୍ରଂଶସା ଭାଜନ ହୋଇ ପାରିବେ ବାକି ରହିଲା ଦେଖିବାକୁ । ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ 

Related Articles

Back to top button