Country

ପୁରୋଷାତ୍ତମ ପୁର ବ୍ଲକ ଷୋଳଘର ପଂଚାୟତ ରେ IFFCO,IFFDC ତରଫରୁ ଏକ ବିତରଣ କାର୍ଯ୍ୟକ୍ରମ

 ଷୋଳଘର ପଂଚାୟତ ର ରାଜୀବଗାନ୍ଧୀ ସେବା କେନ୍ଦ୍ର ରେ Iffco ଓ iffdc ତରଫରୁ S H G ମହିଳା ମାନଙ୍କ ସଶକ୍ତି କରଣ ନିମନ୍ତେ ବେଟେରି ଚଳିତ ସ୍ପ୍ରେ ପମ୍ପ ଓ ନାନୋ ୟୁରିଆ ନାନୋ dap ଓ bio ଫରଟିଲିଜ଼ଏର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ S H G ମହିଳା ମାନେ କେମିତି ସ୍ୱାଭାଲମ୍ବୀ ହେବେ ଓ ନିଜେ ରୋଜଗାର କରି ନିଜେ ପରିବାର ପୋଷଣ କରିବେ ସେହି ବିଷୟରେ iffco ତରଫରୁ ବୁଝାଇ କହିଥିଲେ ଏଥିରେ iffco ର ଓଡିଶା ଇନଚାର୍ଜ ମୁକେଶ ଖାନା, ପୁରୋଷାତ୍ତମପୁର ବ୍ଲକ କୃଷି ଅଧିକାରୀ ଦେବାଶିଷ ବିନ୍ଧାଣି, ଷୋଳଘର ନ୍ୟବ ସରପଞ୍ଚ ବିପିନି ମହାନ୍ତି, ସୋଲାଘର 2 ନ ୱର୍ଡ ମେମ୍ବର ଜଗମୋହନ ସାହୁ, ଗଞ୍ଜାମ iffdc ଫିଲଡ ଅଫିସର ଅଜୟ କୁମାର ବଳବନ୍ତରାୟ ଓ iffdc ପୁରୋଷାତ୍ତମ ପୁର ବ୍ଲକ ଫିଲଡ ଅଫିସର ରବୀନ୍ଦ୍ର ପାଣିଗ୍ରାହୀ ରହି S H G ମହିଳାମାନଙ୍କୁ ଚାଷ ବିଷୟରେ ବୁଝାଇ କହିଥିଲେ ।

ପୁରୁଷୋତ୍ତମପୁର ରୁ ଅଜିତ କୁମାର ପାଢ଼ୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button