Country
କୋଏଲ ନଦୀରେ ବୁଡ଼ି ନାବାଳକ ନିଖୋଜ

ରାଉରକେଲା: କୋଏଲ ନଦୀରେ ବୁଡ଼ି ଜଣେ ନାବାଳକ ନିଖୋଜ , ୫ଜଣ ନାବାଳକ ଗାଧୋଇ ଆସିଥିବା ବେଳେ ଅଘଟଣ , ନିଖୋଜ ନାବାଳକ ୯ବର୍ଷର ରବି ସାହୁ , ଚାଲିଛି ସର୍ଚ୍ଚ ଅପରେସନ , ନିଖୋଜ ନାବାଳକକୁ ଖୋଜୁଛି ଅଗ୍ନିଶମ ଟିମ୍!.
ବ୍ୟୁରୋ ରିପୋର୍ଟ ସମର୍ଥ ନିୟୁଜ