Country

କେରଡ଼ାଗଡ଼ ପଂଚାୟତ ରେ ଇନ୍ଦିରା ଆବାସ ଯୋଜନା ର ଅର୍ଥ ରାଶି ରୁ ବଞ୍ଚିତ କଲେ ନେତା, ଭିଏଲଡବ୍ଲୁ, ଜି ଆର ଏସ ଙ୍କ ଚକ୍ରାନ୍ତ

 

ରାଜନଗର ବ୍ଲକ ଶୋଷଣ ରେ ବିଲୁକୁଲ ମାହିରୀ ନେତା ଙ୍କ ଠାରୁ ଆରମ୍ଭ ଶେଷ ହେବ ଅଙ୍ଗନବାଡି ଠାରେ ଚଞ୍ଚକତା ଓ ଜାଲିଆତି ର ସୀମା ନାହଁ,

ତେବେ ଆଜି ଆମେ ଦେଖାଇବୁ କିଭଳି ସାଧାରଣ ଲୋକ ଙ୍କ ସହିତ ଖେଳା ଯାଇଥାଏ, ଘଟଣା ଟି ହେଉଛି ରାଜନଗର ବ୍ଲକ ଅଧିନସ୍ଥ କେରଡ଼ାଗଡ଼ ପଂଚାୟତ ର 2019 ମସିହା ର ଭିତିରି ଗୁମର କଥା ଆସନ୍ତୁ ସିଧା ସଳଖ କେରଡ଼ାଗଡ଼ ପଂଚାୟତ ର ତିନି ନମ୍ବର ୱାର୍ଡ ମୃତ ଏକାଦଶୀ ନାୟକ ଙ୍କ ବିଧବା ପତ୍ନୀ ଙ୍କ କୋହ ଭରା ଘଟଣା ସମ୍ପର୍କ ରେ ଆସନ୍ତୁ ଆଂଜ୍ଞା ଶୁଣି ନେବା,

 

*କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ )*

Related Articles

Back to top button