Country

ଛତିଆ ଅମରବତୀ ମଠ ର ପ୍ରତିଷ୍ଠାତା ସ୍ବର୍ଗତ ବାଁଛୁ ବାବା ଙ୍କ ପଟ୍ଟ ଶିଷ୍ୟ କପିଳ ମୁନି ଙ୍କ 29ତମ ଶ୍ରାଦ୍ଧ ବାର୍ଷିକ ଆଜି ମଠ ରେ ପାଳିତ

ଛତିଆ ଅମରବତୀ ମଠ ର ପ୍ରତିଷ୍ଠାତା ସ୍ବର୍ଗତ ବାଁଛୁ ବାବା ଙ୍କ ପଟ୍ଟ ଶିଷ୍ୟ କପିଳ ମୁନି ଙ୍କ 29ତମ ଶ୍ରାଦ୍ଧ ବାର୍ଷିକ ଆଜି ମଠ ରେ ପାଳିତ ହୋଇଯାଇଅଛି, କପିଳ ମୁନି ଙ୍କ ଦାୟାଦ ରଶ୍ମି ରଞ୍ଜନ ରାଉତ ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ ପ୍ରାତଃ ରେ ପ୍ରତି ମୂର୍ତ୍ତି ରେ ପୂଜା ଅର୍ଚନା କରାଯାଇ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା ବେଦ ମନ୍ତ୍ର ପାଠ କରାଯାଇଥିଲା ଦିବସ ବ୍ୟାପି ନାମ ସଂକୀର୍ତନ କରାଯାଇଥିଲା, କପିଳ ମୁନି ସ୍ମୃତି ସଂସଦ ପକ୍ଷରୁ ବାୟକ ପୀତନୀ ସାହୁ ହାରମାନୀ ବାଦ୍ୟ କାର ମହେଶ୍ୱର ପ୍ରଧାନ ଓ କଣ୍ଠ ଶିଳ୍ପୀ ମୋହନି ବେହେରା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ବିପିନି ବିଶ୍ୱାଳ ପ୍ରହଲ୍ଲାଦ ସ୍ୱାଇଁ ଓ ବୀର ବାବା ପ୍ରମୁଖ କାର୍ଯ୍ୟ କ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।ସମସ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ 

Related Articles

Back to top button