Country
ବୈରୀ ସେବା ସମ ବାୟ ସମିତି ସମ୍ପାଦକ ଓ କର୍ମ ଚାରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା


ଆଜି ବୈରୀ ପ୍ରାଥମିକ ସେବା ସମବାୟ ସମିତି ର ସମ୍ପାଦକ ଅରୁଣ କୁମାର ରାଉତ ଓରଫ ଯୋଗୀ ଭାଇ ଓ ପିଅନ ଗଦାଧର ବିଶ୍ୱାଳ ଙ୍କୁ ସମବାୟ ସମିତି ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି, ସଭାପତି ଭାଗ୍ୟଧର ସାହୁ ଙ୍କ ଅଧକ୍ଷ ତାରେ ଆୟୋଜିତ ସଭା ରେ ପୂର୍ବତନ ସଭାପତି ବିରଞ୍ଚି ନାରାୟଣ ସ୍ୱାଇଁ ବୋର୍ଡ଼ ମେମ୍ବର ସୁରଜିତ ସାହୁ ବଳରାମ ସାମଲ ଗଙ୍ଗାଧର ଦାସ ଅନାଦି ମଲିକ ଭବାନୀ ଶଙ୍କର ଖୁଣ୍ଟିଆ ପ୍ରମିଳା ସାହୁ ବେଣୁଧର ବିଶ୍ୱାଳ ସ୍ମୃତି ରଞ୍ଜନ ସାହୁ ଉମେଶ ରାଉତ ଅକ୍ଷୟ ନନ୍ଦ ପଲି ମଙ୍ଗଳ ଭାରତବେହେରା ପ୍ରଫୁଲ୍ଲ ବେହେରା ଗୋକୁଳାମଲିକ ସମ୍ପାଦକ ଅଖିଳ ଜେନା ଭାଜହରୀ ସାହୁ ନରେନ୍ଦ୍ର ନାୟକ ପ୍ରମୁଖ ବିଦାୟୀ କର୍ମ ଚାରୀ ଓ ସମ୍ପାଦକ ଙ୍କ ସମ୍ପର୍କ ରେ ଅଭି ଭାଷଣ ପ୍ରଦାନ କରିଥିଲେ, ଫୁଲ ତୋଡ଼ା ଉତ୍ତରୀୟ ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା, ଅଧୁନା ସମ୍ପାଦକ ତ୍ରୈଲୋକ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ।
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ




