Country

ଚାଷ ଜମିରେ ପାଣି ନ ଥିବାରୁ ମୁଣ୍ଡରେ ହାତଦେଇ ବସିଲେ ଚାଷୀ ଭାଇ

କଣ୍ଟାପଡ଼ା ବ୍ଳକର କଣ୍ଟାପଡ଼ା ଗ୍ରାମରେ ୪୦ ଏକରରୁ ଉର୍ଦ୍ଧ୍ଧଧାନଜମିରେ ନାହିଁ ପାଣି ଟୋପାଏ । ନାଁ ହେଉଛି ବର୍ଷା, ନାଁ ଅଛି କେନାଲରେ ପାଣି ନାଁ ଅଛି ବୋରିଂ ର ବ୍ୟବସ୍ଥା କିଛି,ଉଚ୍ଚୁଡ଼ି ଯିବାକୁ କରି ଲାଣି ଧାନ ଚାଷ, ଶୁଖିଫ।ଟିଚାଲାଣି ବିଲର ମାଟି, ନାଳ ମଧ୍ୟ ଶୁଖିଲା ପଡିଛି । ପାଞ୍ଚ ପାଞ୍ଚଟାବୋରିଂ ସରକାରଙ୍କ ତରଫରୁ ଥାଇ ବି ଅଚଳ ଅବସ୍ଥାରେ ପଡିରହିଛି । ଏଥିପ୍ରତି ପ୍ରଶାସନ ଧ୍ୟାନ ଦେଉନାହିଁନ୍ତି । ଲୋନ ଆଣି କିପରି ଶୁଝିବେ ସେଥି ପ୍ରତି ସେମାନେ ଚିନ୍ତିତ ଅବସ୍ଥାରେ, ବିଲରୁ ଯଦି ଧାନ ଗଣ୍ଡାଏ ନ ଆସେ କିପରି ଶୁଝିବେ ଆଣିଥିବା ଋଣ,ଚାଷୀଙ୍କ ଏବେ ଅବସ୍ଥା ଶୋଚନୀୟ : କଣ୍ଟାପଡ଼ାରୁ ପୁଷ୍ପଲତା ଦୀକ୍ଷିତଙ୍କ ରିପୋଟ ସର୍ମଥନିୟୁଜ୍‌

Related Articles

Back to top button