Country
ଛତିଆ ଅମରେଶ୍ୱର ବଜ଼ାର ର ଲଷ୍ମୀପୂଜା ଭସାଣି ଆଜି ଅନୁଷ୍ଠିତ


ଛତିଆ ଅମରେଶ୍ୱର ବଜ଼ାର ର ଲଷ୍ମୀପୂଜା ଭସାଣି ଆଜି ଅନୁଷ୍ଠିତ ହୋଇଯାଇଛି, ଅପରାହ୍ନ ରେ ମେଢ଼ ବାହାରି ଥୀଲା,ବଜ଼ାର ପରିକ୍ରମା କରିଥିଲା ପ୍ରୋସେସନ କରି, ରାତ୍ର 10ଟା ରେ ଭସାଣି ଯାତ୍ରା ଶେଷ ହୋଇଥିଲା, କମିଟି ର ସଭାପତି ହରିହର ସାହୁ ସମ୍ପାଦକ ମହେଶ୍ୱର ଓଝା ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନ ରେ ଶାନ୍ତି ଶୃଙ୍ଖଳା ରେ ମେଢ଼ ବିସର୍ଜନ କରା ଯାଇଥିଲା, ସ୍ଥାନୀୟ ପୋଲିସ ଓ ପୂଜା କମିଟି ର ସଭ୍ୟ ମନେ ସହଯୋଗ କରିଥିଲେ। ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିଉଜ ।






