Country

ବାଟ ମଙ୍ଗଳା ଲଷ୍ମୀ ପୂଜା ପାଖରେ ଭଜନ ସମାରୋହ

ଛତିଆ ବାଟ ମଙ୍ଗଳା ଲଷ୍ମୀ ପୂଜା ପାଖରେ ଆଜି ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ବହୁ ବିଶିଷ୍ଟ କଣ୍ଠ ଶିଳ୍ପୀ ମନେ ଏଥିରେ ଭଜନ ପରିବେଷଣ କରି ଥିଲେ, ସୁଧୀର ବେହେରା ମଞ୍ଚ ପରିଚାଳନା କରି ଥିଲେ ପୂଜା କମିଟି ର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିଉଜ ।

Related Articles

Back to top button