Country

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପ୍ରବନ୍ଧ ପ୍ରତିଯୋଗିତା ରେ ଜୟଶ୍ରୀ ରାଉତ ପ୍ରଥମ ସ୍ଥାନ ଅଧିକାର କଲେ

ଆଜି ଯାଜପୁର ଜିଲ୍ଲା ସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା, ଏଥିରେ ବଡ଼ଚଣା ବ୍ଲକ ଛତିଆ ଇଛା ନଗର ପାଟଣା କ୍ଳ ଷ୍ଟର ଅଧୀନ ପଦ୍ମନାଭ ପୁର UGME ସ୍କୁଲ 8ମ ଶ୍ରେଣୀ ର ଛାତ୍ରୀ ଜୟଶ୍ରୀ ରାଉତ ପ୍ରବନ୍ଧ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ତଥା ବ୍ଲକ ର ଗୌରବ ବର୍ଦ୍ଧନ କରିଛନ୍ତି, ବ୍ଲକ ଶିକ୍ଷା ଅଧିକାରିଣୀ ସବିତା ସାହୁ crcc ରଶ୍ମି ରଞ୍ଜନ ଷେଣ୍ଢ ପ୍ରଧାନ ଶିକ୍ଷକ ବିଭୁତି ଭୁଷଣ ସାହୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି,

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିଉଜ 

Related Articles

Back to top button