Country

ଜମିଲାଣି ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

 – ଜମିଲାଣି ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଉତ୍ସବ ମୁଖର ଢେଙ୍କାନାଳର ସହର l ଝିକି ମିକି ଆଲୋକରେ ଚମକୁଛି ବିଭିନ୍ନ ପୂଜା ମଣ୍ଡପ ଓ ଝଲଶୁଚି ଚାନ୍ଦି ମେଢ l

ମନମୋହୁଛି ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକ ଆଲୋକ ମାଳରେ ଖାଲସୁଛି ଢେଙ୍କାନାଳ ସହର l ବିଭିନ୍ନ ପୂଜା କମିଟି ତାର ବିଭିନ୍ନ ପ୍ୟରାଣିକ ବିଷୟ ବସ୍ତୁକୁ ନେଇ ବିଭିନ୍ନ ପ୍ରକାରର ସାଜସଜା କରିଛନ୍ତି l

  ଚଳିତ ବର୍ଷ ଢେଙ୍କାନାଳ ସହରରେ ୩୮ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମl ଲକ୍ଷ୍ମୀ।

ବିଭିନ୍ନ ମଣ୍ଡପରେ ଚାନ୍ଦିମେଢ ସହିତ ସୁଉଚ୍ଚ ତୋରଣ ସାଙ୍ଗକୁ 12 କିଲୋମିଟର ବ୍ୟାପୀ ଆଲୋକ ସଜ୍ଜା ହେଉଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଢେଙ୍କାନାଳ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଢେଙ୍କାନାଳରେ ୧୧ ଦିନ ଧରି ଚାଲିବ ଗଜଲକ୍ଷ୍ମୀ ପୂଜା। ଅନ୍ୟ ପଟେ ମହିଷା ପlଟ lରେ ହୋଇଥିବା ପଲିଶ୍ରୀ ମେଳରେ ଲୋକ ମାନଙ୍କର ଭିଡ ହେଉଥିବାର ଦେଖିବାକୁ ମିଳୁଛି l ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିଉଜ ।

Related Articles

Back to top button