ସଦା ବିହାରୀ ଟୋଟା ଓ ସହିଦ ସ୍ମୃତି ଉଦ୍ୟାନ ଉଦ୍ଘାଟିତ ।


ସଦା ବିହାରୀ ଟୋଟା ଓ ସହିଦ ସ୍ମୃତି ଉଦ୍ୟାନ ଉଦ୍ଘାଟିତ ।
ମାନ୍ୟବର ବିଧାୟକ ପ୍ରଫେସର ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ଙ୍କ କର କମଳରେ ଉଦ୍ଘାଟିତ ହେଲା ମାଧବ ମନ୍ଦିର ର ଗରୁଡ ବାଟିକା । ଗରଡୁ ବାଟିକା ଉଦଘାଟନ ପରେ ବହୁ ପ୍ରତିକ୍ଷତ ସହିତ ସ୍ମୃତି ଉଦ୍ୟାନ କୁ ବିଧାୟକ ଭଦ୍ଘାଟନ କରିଥିଲେ ପରେ ଉଦ୍ୟାନରେ ଥିବା ସହିଦଙ୍କ ପ୍ରତିମୃତିରେ ପୁଷ୍ପ ମାଲ୍ୟାପର୍ଣ କରିଥିଲେ ଏବଂ ଉଦ୍ୟାନ ବୁଲି ଦେଖିଥିଲେ ସଂଧ୍ୟାରେ ମୁକ୍ତ ଆକାଶ ମଥ ରୁ ଉପସ୍ଥିତ ଜନସାଧାରଣଙ୍କୁ ମାନ୍ୟବର ବିଧାୟକ ସମୋଥନ କରିଥିଲେ । ମଞ୍ଚରେ ସହିଦ୍ ମନୋଜ ବେହେରା ଙ୍କ ବାପା ଏବଂ ପ୍ରକୃତି ପ୍ରେମୀ ସଦା ଦାସ ଙ୍କ ଉତ୍ତରାଧିକାରୀ ଙ୍କୁ ସର୍ମ୍ବଦିତ କରାଯାଇଥିଲା । ସହିଦ ସ୍ମୃତି ଉଦ୍ୟାନ ଟି ଆଜିଠାରୁ ଜନସାଧାରଣ ଙ୍କ ନିମନ୍ତେ ଖୋଲାଯିବା କୁ ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଛି । ଉଦ୍ଦଘଟନ ଉତ୍ସବରେ ନିଆଳୀ ଓ ତାହାର ଆଖପାଖ ଅଞ୍ଚଳରୁ ବହୁ ପ୍ରକୃତି ପ୍ରେମୀ ଉପସ୍ଥିତ ରହି ଉଦ୍ଘାଟନ ଉତ୍ସବ ର ଭରପୁର୍ ମଜା ନେଇଛନ୍ତି ।

କଟକ ଜିଲ୍ଲା ନିଆଳି ବ୍ଲକ ପ୍ରତିନିଧି ସେକ ଫୟାଜଉଦ୍ଧିନ ।ସମର୍ଥ ନିୟୁଜ




