ରାଜନଗର ବାସୀଙ୍କୁ ପ୍ରଳୟ ଙ୍କାରୀ ମହାବାତ୍ୟା ର ଦୃଶ୍ୟ କୁ ମନରେ ଭାବିଲେ ଏବେ ବି ଭୟଙ୍କର ଡରଲାଗୁଛି

ରାଜନଗର ବାସୀଙ୍କୁ ପ୍ରଳୟ ଙ୍କାରୀ ମହାବାତ୍ୟା ର ଦୃଶ୍ୟ କୁ ମନରେ ଭାବିଲେ ଏବେ ବି ଭୟଙ୍କର ଡରଲାଗୁଛି

ପ୍ରତ୍ୟେକ ବର୍ଷ ର ଅକ୍ଟୋବର ମାସ 29ତାରିଖ ଆସିଲେ ଛାତିରେ ଛନକା ରାଜନଗର ଲୋକ ଙ୍କ ମନ ମଧ୍ୟରେ ଭୀଷଣ ଭାବେ ଡର ପଶିଯାଏ,
ତେବେ ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ର ତଳିଆ ଅଞ୍ଚଳ ରାଜନଗର ବ୍ଲକ କଥା 1999ମସିହାରେ ଯେଉଁ ପ୍ରକାର କରାଳ ରୂପ ଧାରଣ କରିଥିଲା ମହା ବାତ୍ୟା ରଚିଥିଲା ସେହିଭଳି ରାଜନଗର ବ୍ଲକ ର ଏକ ମାତ୍ର ଜୀବନ ରେଖା ବଞ୍ଚିବା ପାଇଁ ଥିବା ଲୁଣା ଘେରି ଦୀର୍ଘତମ ନଦୀବନ୍ଧ ପେଣ୍ଠ ଠାରେ ହଁ ସୁରକ୍ଷା କବଚ ସାଜିଥିଲା ବା (ରାଜନଗର ଲାଇଫ ଲାଇନି )କହିଲେ ଅତୁକ୍ତି ହେବ ନାହଁ ସେପଟେ ଯଦି ପ୍ରକୃତ ପକ୍ଷରେ ଆମେ ଦେଖିବା ପ୍ରକୃତି ସତରେ ଯଦି ତାଣ୍ଡବ ସାଜିଥାଆନ୍ତା ତେବେ କଥା ସରିଲା ସେତେବେଳେ କୁ ଖାଲି ଧୂଁସ ପାଇବା ମୁହଁ ରୁ ଆମ୍ଭେ ମାନେ ଅଳ୍ପକେ ବର୍ତ୍ତିଗଲୁ ଏଠାରେ ବଙ୍ଗୋପସାଗର ଅଥଳ ସମୁଦ୍ର ପାଣିର ଉଚ୍ଚ ମାନର ବିରାଟକାୟ ର ଢେଉ ରୁ ଜନସାଧାରଣ ରକ୍ଷା ପାଇଯାଇଛନ୍ତି, ତେବେ ଆସନ୍ତୁ ଆଜିର ମହା ବାତ୍ୟା ର ଦିନରେ କିପ୍ରଭାବ ପଡିଥିଲା ଲୋକମାନଙ୍କ ଉପରେ ଏ ନେଇ ଘଟଣା ସ୍ଥଳକୁ ଆମ ଚ୍ୟାନେଲ ର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଗ୍ରାଉଣ୍ଡ ଜିରୋ ପହଞ୍ଚି ଥିଲେ ରିପୋର୍ଟ ସଂଗ୍ରହ ପାଇଁ
ତେବେ ଆସନ୍ତୁ ଆଂଜ୍ଞା ଭଲ ଭାବେ ଦେଖିନେବା କିପରି ଲୋକେ ମହାବାତ୍ୟା ସମ୍ପର୍କ ରେ ବଖାଳୁଛନ୍ତି,!
କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ ସମର୍ଥ ନିୟୁଜ



