କଣ୍ଟାପଡ଼ା ବ୍ଳକ ଉରାଡ଼ ଗ୍ରାମପଞ୍ଚାୟତର . ପୋହଳ :ଠାରେ କର୍ମୀ ସମ୍ମିଳନୀ ଏବଂ ମିଶ୍ରଣପର୍ବ ଅନୁଷ୍ଠିତ

କଣ୍ଟାପଡ଼ା ବ୍ଳକ ଉରାଡ଼ ଗ୍ରାମପଞ୍ଚାୟତର . ପୋହଳ :ଠାରେ କର୍ମୀ ସମ୍ମିଳନୀ ଏବଂ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । କଟକ–ସମର୍ଥ ନିୟୁଜ୍’କଣ୍ଟାପଡ଼ା ବ୍ଳକ, ଓଡ଼ିଶାବାସୀଙ୍କ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭମ୍ମୁଖୀ ଯୋଜନା ତଥା ମାନ୍ୟବର ବିଧାୟକ ନିଆଳି ତଥା କଟକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରମୋଦ କୁମାର ମଲ୍ଲିକଙ୍କ ଉପସ୍ଥିତିରେ କଣ୍ଟାପଡ଼ା ବ୍ଳକ ଉରାତ ଗ୍ରାମ ପ୍ରଞ୍ଚାୟତର ପୋହଳଠାରେ କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣପର୍ବରେ ମାନ୍ୟବର ବିଧାୟକଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ବରିଷ୍ଠ ସଂଗଠକ ଅଶୋକ ପାତ୍ର, ଏବ ନାରଣ ସ୍ଵାଇଁଙ୍କ ନେତୃତ୍ଵରେ ବିଜେପି ଏବଂ କଂଗ୍ରେସର ଶତାଧିକ କର୍ମୀ ନିଜ ଦଳ ପରିତ୍ୟାଗ କରି

ଆନୁଷ୍ଠାନିକଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।ଉରାଡ଼ ଗ୍ରାମପଞ୍ଚାୟତର ବରିଷ୍ଠ ସଂଗଠକ ସତ୍ୟରଞ୍ଜନ ପରି ଡାଙ୍କ ପ୍ରଚେଷ୍ଟାରେ କାର୍ଯ୍ୟକ୍ରମଟି ସଫଳ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଆଠ ନମ୍ବର ଜୋନ ଜିଲ୍ଲାପରିଷଦ ତଥା ବିଜୁ ଜନତା ଦଳ ସଭାପତି କଣ୍ଟାପଡ଼ା ବ୍ଳକ, ପିୟୁଷରଞ୍ଜନ ମିଶ୍ର କଣ୍ଟାପଡ଼ା ବ୍ଳକନ ଅନମ୍ୱର ଜନଜିଲ୍ଲାପରିଷଦ କ୍ରିଷ୍ଣାରାଣୀ ବେହେରା କଟକ ଜିଲ୍ଲା ବିଜେଡିଉପସଭାପତି ବଳରାମ ପାତ୍ର, କଣ୍ଟାପଡ଼ା ବ୍ଳକ ସାଂସଦଙ୍କ ପ୍ରତିନିଧି ତଥା ଯୁବ ବିଜେଡି ସଭାପତି ବିମାନ ବିହାରୀ ଚେହେରା, କଣ୍ଟାପତା ବ୍ଳକ ଆତ୍ମା ଅଧକ୍ଷ ନକୁଳ ରାଉତରାଜ୍ୟ ଉପସଭାନେତ୍ରୀ ତଥା ସଭାପତି ବିଜୁ ମହିଳା ଜନତା ଦଳ ସଭାପତି କଣ୍ଟାପତା ବ୍ଳକ ଅନୁସୂୟା ରାୟ କଣ୍ଟାପଡ଼ା ବ୍ଳକ ବିଜେଡି ଡିଜିଟାଲ ସମ୍ପାଦକ ପ୍ରିତମ ମହାପାତ୍ର ବ୍ରାହ୍ମଣବାଟୀସରପଞ୍ଚ ତଥା କଣ୍ଟାପଡ଼ା ବ୍ଳକ ସରପଞ୍ଚ ସଂଘ ସଭାପତି ସଞ୍ଚୟରାଉତରାୟ କଣ୍ଟାପଡ଼ା ବ୍ଳକମିଶନ ଶକ୍ତିସଭାନେତ୍ରୀ ଶାରଳା ସାମନ୍ତରାୟ କଣ୍ଟାପଡ଼ା ବ୍ଳକ ମିଶନ ଶକ୍ତିର ସମ୍ପାଦିକା ତଥା ଜିଲ୍ଲା କୋଷାଧ୍ୟକ୍ଷା ବିଷ୍ଣୁପ୍ରିୟ । ପାତ୍ର ଅଡଶପୁର ସରପଞ୍ଚ ସୁବ୍ରତ ଦାସ ଉତାରଣ ସରପଞ୍ଚ ହେମନ୍ତ ମଲ୍ଲିକ ଅମର ରାଉତ କୈଳ।ସମହାରଣା ସନ୍ତୋଷ ଜେନା ଗୋବିନ୍ଦପୁର ସରପଞ୍ଚସୁମିତ୍ରା କରଗୋବିନ୍ଦପୁର ସମିତି ସଭ୍ୟା – ସନ୍ଧ୍ୟାରାଣୀ ଦାସ ଝାରପଡା ସରପଞ୍ଚଙ୍କ ପ୍ରତିନିଧି ଦିଲ୍ଲିପ ବେହେରା । ପୋସ୍ତଳସରପଞ୍ଚଙ୍କ ପ୍ରତିନିଧି ସୀତାକାନ୍ତ ପ୍ରଧାନ ନୂଆଗାଁ ସରପଞ୍ଚସୁପ୍ରିୟା ଭୋଇ ଉତାରଣ ସେବା ସମବାୟ ସମିତି ସଭାପତି ଧର୍ମବୀର କାନୁନଗୋ ବ୍ରାହ୍ମଣ ସାଇଲ ସେବା ସମବାୟ ସମିତି ସଭାପତି ସୁରେନ୍ଦ୍ର ପାତ୍ର ବ୍ରାହ୍ମଣବାଟି ପଞ୍ଚାୟତ ଯୁବ ସଂଗଠକ ସୁବ୍ରତ ପାତ୍ରଝାରପଡା ସମିତି ସଭ୍ୟ ଜଗନ୍ନାଥ ସାହୁଙ୍କ ସମେତ କଣ୍ଟାପଡ଼ା ବ୍ଳକର ସମସ୍ତ ନେତୃବୃନ୍ଦ ଯୁବଛାତ୍ର-ମହିଳା ନେତୃ ବୃନ୍ଦ ଓ ବିଜୁପ୍ରେମୀମାନେ ଉପସ୍ଥିତ ଥିଲେ ।

କଣ୍ଟାପଡ଼ାରୁ ପୁଷ୍ପଲତା ଦୀକ୍ଷିତଙ୍କ ରିପୋଟ ସମର୍ଥ ନିୟୁଜ୍




