Religion

ଶାରଦୀୟ ମା’ ଦେବି ଦୂର୍ଗାଙ୍କ ପୂଜାରେ ଯୋଗଦେଇ ମାଆଙ୍କ ଶୁଭ ଆଶିଷ କୃପା ଲାଭ କଲେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ

ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମାଣିକ ପୁର ପଞ୍ଚାୟତ ପଡିଆ ଠାରେ ଅନୁଷ୍ଠିତ ହେଉଥିବା ଶାରଦୀୟ ମା’ ଦେବି ଦୂର୍ଗାଙ୍କ ପୂଜାରେ ଯୋଗଦେଇ ମାଆଙ୍କ ଶୁଭ ଆଶିଷ କୃପା ଲାଭ କଲେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଓ ଖଲିକୋଟ ବ୍ଲକ ଅଦକ୍ଷ ଦୈତାରୀ ବେହେରା ଏବଂ ବିଧୟିକା ଙ୍କ ସମରଥଙ୍କ ପୂଜାରେ ଯୋଗଦେଇଥିଲେ। ବେଗୁନିଆ ପଡ଼ା ରୁ ସମୟ ରଣା ଙ୍କ ରିପୋର୍ଟ ସମର୍ଥ ନିଉଜ 

Related Articles

Back to top button