Country
ସୋଲର ଦୁର୍ଗା ମଣ୍ଡପ ରେ ପାଲା ପରିବେଷଣ


ସୋଲର ଦୁର୍ଗା ମଣ୍ଡପ ରେ ଗତ କାଲି ରାତିରେ PTI ପକ୍ଷରୁ ପାଲା ପରିବେଷଣ ହୋଇଯାଇଅଛି, ସୁନାମ ଧନ୍ୟ ଗାୟକ ମୁରଲୀ ମୋହନ ସାହୁ ମନ ମୁଗ୍ଧ କର ପାଲା ପରି ବେଷଣ କରି ଶହ ଶହ ଦର୍ଶକ ଙ୍କୁ ବିମୋହିତ କରିଥିଲେ, ଆଜି ପୂର୍ଣ୍ଣା ହୂତି ରେ ପୂଜା କମିଟି ର ସମସ୍ତ କର୍ମ କର୍ତ୍ତା ପୁଷ୍ପାଞ୍ଜଳି ପ୍ରଦାନ କରି ଥିଲେ ଲୋକନାଥ ବିଶ୍ୱାଳ କର୍ତ୍ତା ମାଧବାନନ୍ଦ ମହାପାତ୍ର ସଭାପତି ତରଣୀ ସେନ ବିଶ୍ୱାଳ ସମ୍ପାଦକ ତଥା ସମସ୍ତ ସଦସ୍ୟ କାର୍ଯ୍ୟ କ୍ରମ ପରି ଚାଳନା ରେ ସହଯୋଗ କରି ଥିଲେ, ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିଉଜ




