Country

VK ପାଣ୍ଡିଆନଙ୍କୁ ମିଳିଲା ନୂଆ ଦାୟିତ୍ବ ଭି.କେ ପାଣ୍ଡିଆନଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା। 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେଲେ ପାଣ୍ଡିଆନ

Breaking News

 

ଭୁବନେଶ୍ବର 24/10 : ଗତକାଲି 5 ଟି ସଚିବ ଭିକେ ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ଗ୍ରହଣକୁ କେନ୍ଦ୍ର ସରକାର ଅନୁମୋଦନ କରିଥିବା ବେଳେ ଆଜି ତାଙ୍କୁ ନୂତନ ଭାବେ 5 ଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏହା କ୍ୟାବିନେଟ ମନ୍ତ୍ରୀ ସୁରର ପଦବୀ ରହିବ | ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧୁନରେ ରହି 5 ଟି ଅଧ୍ୟକ୍ଷ ଭାବେ ରୁପାନ୍ତରଣ ଓ ନବୀନ ଓଡିଶା କାର୍ଯ୍ୟ କରିବେ ବୋଲି ନିଯୁକ୍ତି ପତ୍ରରେ ଦର୍ଶା ଯାଇଛି । ପାଣ୍ଡିଆନଙ୍କ ଅବସର ଗ୍ରହଣ ପରେ ସେ କେଉଁ ପଦବୀରେ ରହି କାର୍ଯ୍ୟ କରିବେ ବୋଲି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି ।

ବ୍ୟୁରୋ ରିପୋର୍ଟ ସମର୍ଥ ନିଉଜ

Related Articles

Back to top button