ସୋଲର ରେ ଦୁର୍ଗା ପୂଜା ଉତ୍ସବ


ସୋଲର PTI ସାମ୍ନା ପଡିଆ ରେ ପ୍ରତି ବର୍ଷ ପରି ଚଳିତ ବର୍ଷ 20ତାରିଖ ଠାରୁ 24ତାରିଖ ପର୍ଯ୍ୟନ୍ତ 5ଦିନ ବ୍ୟାପି ଶାରଦୀୟ ଦୁର୍ଗା ପୂଜା ଉତ୍ସବ ମହା ସମାରୋହ ରେ ଅନୁଷ୍ଠିତ ହେଉଅଛି, ପୂଜା କମିଟି ର ସଭାପତି ମାଧବାନନ୍ଦ ମହା ପାତ୍ର ସମ୍ପାଦକ ତରଣୀ ସେନ ବିଶ୍ୱାଳ ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନ ରେ ଗତ କାଲି ବିଲ୍ଵ ବରଣ କଳାଶଧିବାସ ଆଜି ସୂର୍ଯ୍ୟ ପୂଜା ହୋମ ଯଂଜ୍ଞ ଚଣ୍ଡୀ ପାଠ ଆହୁତି ପ୍ରଦାନ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଅଛି, ପଣ୍ଡିତ ମଣ୍ଡଳୀ ବେଦ ମନ୍ତ୍ର ପାଠ କରୁ ଥିବା ବେଳେ କର୍ତ୍ତା ଭାବରେ ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଲୋକନାଥ ବିଶ୍ୱାଳ ଯଂଜ୍ଞ ମଣ୍ଡପ ରେ ବସି ଆହୁତି ପ୍ରଦାନ କରୁ ଛନ୍ତି, ପ୍ରତି ଦିନ ସନ୍ଧ୍ୟା ରେ ବିଭିର୍ନ ସାଂସ୍କୃତିକ କାର୍ଯ୍ୟ କ୍ରମ ମାନ ପରିବେଷଣ ହେଉଅଛି, ଆଖ ପାଖ ଓ ଦୂର ଦୁରାନ୍ତ ରୁ ଶହ ଶହ ସଂଖ୍ୟା ରେ ଙ୍କ ଭିଡ଼ ମା ଙ୍କ ଦର୍ଶନ ପାଇଁ ଲାଗି ରହି ଥିବା ଦେଖିବାକୁ ମିଳୁଛି,ପୂଜା କମିଟି ର ସମସ୍ତ ସଭ୍ୟ ତଥା ଗ୍ରାମ ବସି ଏଥିରେ ସହଯୋଗ କରୁଛନ୍ତି
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିଉଜ




