Country
ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ଅପିଲ ପରେ ସ୍ଥଗିତ


ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ଅପିଲ ପରେ ସ୍ଥଗିତ ରଖିଲେ।
ଏବେଠୁ ବସ୍ ଚଳାଚଳ ସ୍ବାଭାବିକ ହେବ ବୋଲି ସ୍ପଷ୍ଟ କଲେ
ଆସନ୍ତା ୨୬ ତାରିଖ ଆଲୋଚନାକୁ ଅପେକ୍ଷା କରିଛୁ
ଆସନ୍ତା ୨୬ରେ କ’ଣ ଲିଖିତ ପ୍ରତିଶ୍ରୁତି ମିଳୁଛି ତାହାକୁ ଅପେକ୍ଷା
ଯାତ୍ରୀଙ୍କ ଅସୁବିଧା ପାଇଁ ପୁଣି ଥରେ ଆମେ କ୍ଷମା ମାଗୁଛୁ
ବ୍ୟୁରୋ ରିପୋର୍ଟ ସମର୍ଥ ନିଉଜ




