ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ନିଆଳୀ ଅଚିହ୍ନା ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇଛି ।


ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ନିଆଳୀ ଅଚିହ୍ନା ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମ ରେ ଜନ ପ୍ରିୟ ନେତା ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ଙ୍କୁ ବ୍ଲକ ତରଫରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା । ନିଆଳୀ ନିର୍ବାଚନ ମଣ୍ଡଳୀ ର ବିକାଶ ପଥର ସାରଥି ଜନ ପ୍ରିୟ ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ video conforencing ଯୋଗେ ମାନ୍ୟବର ନବୀନ ପଟ୍ଟନାୟକଙ୍କ ସହ ସିଧା ସଳଖ ଆଲୋଚନା କରିବା ସହ ଆମ ଓଡ଼ିଶା ନବୀନ ଓଡ଼ିଶା ର ଶୁଭାରମ୍ଭ ଦିବସରେ ନବୀନ ପଟ୍ଟନାୟକ ଓ ତାଙ୍କର ବ୍ୟକ୍ତିଗତ ସଚିବ V. K pandian ଙ୍କୁ ଶତ ଶତ ଧନ୍ୟବାଦ ଅର୍ପଣ କରିଛନ୍ତି। ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ଙ୍କ କାର୍ଯ୍ୟ ଦକ୍ଷତା ଓ ନିଆଳୀ ବାସୀ ଙ୍କ ଆବଶ୍ୟକତା କୁ ଆଧାର କରି ୩ଟି ବ୍ଲକ୍ କୁ ୨୨ କୋଟି ୫୦ ଲକ୍ଷ ଟଙ୍କାର ଅର୍ଥ ପ୍ରଦାନ କରିଛନ୍ତି ସରକାର । ଏହି କାର୍ଯ୍ୟକ୍ରମରେ ନିଆଳୀ ର ତହସିଲଦାର ଓ ବିଡିଓ ଙ୍କ ସମତେ ସମସ୍ତ କର୍ମଚାରୀ, ପଞ୍ଚାୟତ ର ସରପଞ୍ଚ , ନୋମିନୀ ଓ ଜିଲ୍ଲା ପରିଷଦ , ବ୍ଳକ ଚ୍ଯାରମ୍ୟାନ ବ୍ଳକ ଆତ୍ମାର ଅଦକ୍ଷ ଏବଂ ସତାଧିକ ନବୀନ ପ୍ରେମୀ ଯୋଗ ଦେଇଥିଲେ ।
କଟକ ଜିଲ୍ଲା ନିଆଳି ବ୍ଲକ ରୁ ସେକ ଫୟାଜ ଉଦ୍ଧିନ ଙ୍କ ରିପୋର୍ଟ ସମର୍ଥ ନିଉଜ ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ନିଆଳୀ ଅଚିହ୍ନା ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମ ରେ ଜନ ପ୍ରିୟ ନେତା ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ଙ୍କୁ ବ୍ଲକ ତରଫରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା । ନିଆଳୀ ନିର୍ବାଚନ ମଣ୍ଡଳୀ ର ବିକାଶ ପଥର ସାରଥି ଜନ ପ୍ରିୟ ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ video conforencing ଯୋଗେ ମାନ୍ୟବର ନବୀନ ପଟ୍ଟନାୟକଙ୍କ ସହ ସିଧା ସଳଖ ଆଲୋଚନା କରିବା ସହ ଆମ ଓଡ଼ିଶା ନବୀନ ଓଡ଼ିଶା ର ଶୁଭାରମ୍ଭ ଦିବସରେ ନବୀନ ପଟ୍ଟନାୟକ ଓ ତାଙ୍କର ବ୍ୟକ୍ତିଗତ ସଚିବ V. K pandian ଙ୍କୁ ଶତ ଶତ ଧନ୍ୟବାଦ ଅର୍ପଣ କରିଛନ୍ତି। ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ଙ୍କ କାର୍ଯ୍ୟ ଦକ୍ଷତା ଓ ନିଆଳୀ ବାସୀ ଙ୍କ ଆବଶ୍ୟକତା କୁ ଆଧାର କରି ୩ଟି ବ୍ଲକ୍ କୁ ୨୨ କୋଟି ୫୦ ଲକ୍ଷ ଟଙ୍କାର ଅର୍ଥ ପ୍ରଦାନ କରିଛନ୍ତି ସରକାର । ଏହି କାର୍ଯ୍ୟକ୍ରମରେ ନିଆଳୀ ର ତହସିଲଦାର ଓ ବିଡିଓ ଙ୍କ ସମତେ ସମସ୍ତ କର୍ମଚାରୀ, ପଞ୍ଚାୟତ ର ସରପଞ୍ଚ , ନୋମିନୀ ଓ ଜିଲ୍ଲା ପରିଷଦ , ବ୍ଳକ ଚ୍ଯାରମ୍ୟାନ ବ୍ଳକ ଆତ୍ମାର ଅଦକ୍ଷ ଏବଂ ସତାଧିକ ନବୀନ ପ୍ରେମୀ ଯୋଗ ଦେଇଥିଲେ ।
କଟକ ଜିଲ୍ଲା ନିଆଳି ବ୍ଲକ _
ସେକ ଫୟାଜ ଉଦ୍ଧିନ ।ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ନିଆଳୀ ଅଚିହ୍ନା ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମ ରେ ଜନ ପ୍ରିୟ ନେତା ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ଙ୍କୁ ବ୍ଲକ ତରଫରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା । ନିଆଳୀ ନିର୍ବାଚନ ମଣ୍ଡଳୀ ର ବିକାଶ ପଥର ସାରଥି ଜନ ପ୍ରିୟ ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ video conforencing ଯୋଗେ ମାନ୍ୟବର ନବୀନ ପଟ୍ଟନାୟକଙ୍କ ସହ ସିଧା ସଳଖ ଆଲୋଚନା କରିବା ସହ ଆମ ଓଡ଼ିଶା ନବୀନ ଓଡ଼ିଶା ର ଶୁଭାରମ୍ଭ ଦିବସରେ ନବୀନ ପଟ୍ଟନାୟକ ଓ ତାଙ୍କର ବ୍ୟକ୍ତିଗତ ସଚିବ V. K pandian ଙ୍କୁ ଶତ ଶତ ଧନ୍ୟବାଦ ଅର୍ପଣ କରିଛନ୍ତି। ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ଙ୍କ କାର୍ଯ୍ୟ ଦକ୍ଷତା ଓ ନିଆଳୀ ବାସୀ ଙ୍କ ଆବଶ୍ୟକତା କୁ ଆଧାର କରି ୩ଟି ବ୍ଲକ୍ କୁ ୨୨ କୋଟି ୫୦ ଲକ୍ଷ ଟଙ୍କାର ଅର୍ଥ ପ୍ରଦାନ କରିଛନ୍ତି ସରକାର । ଏହି କାର୍ଯ୍ୟକ୍ରମରେ ନିଆଳୀ ର ତହସିଲଦାର ଓ ବିଡିଓ ଙ୍କ ସମତେ ସମସ୍ତ କର୍ମଚାରୀ, ପଞ୍ଚାୟତ ର ସରପଞ୍ଚ , ନୋମିନୀ ଓ ଜିଲ୍ଲା ପରିଷଦ , ବ୍ଳକ ଚ୍ଯାରମ୍ୟାନ ବ୍ଳକ ଆତ୍ମାର ଅଦକ୍ଷ ଏବଂ ସତାଧିକ ନବୀନ ପ୍ରେମୀ ଯୋଗ ଦେଇଥିଲେ ।

କଟକ ଜିଲ୍ଲା ନିଆଳି ବ୍ଲକ ରୁ ସେକ ଫୟାଜ ଉଦ୍ଧିନ ଙ୍କ ରିପୋର୍ଟ ସମର୍ଥ ନିଉଜ ।




