Country

ଟଙ୍କା ନ ଦେବାରୁ ପ୍ରସୂତିଙ୍କୁ ନିୟୂ ହୋପ ନର୍ସିଂହୋମର କତୃପକ୍ଷ ଛାଡିଲେନି ରୋଗୀ l ରୋଗୀଙ୍କର ସମ୍ପକ୍ରୀୟ ମୁହାଁମୁହିଁ କର୍ତ୍ତୃପକ୍ଷ ମୁହାଁମୁହିଁ 

 – ଟଙ୍କା ନ ଦେବାରୁ ପ୍ରସୂତିଙ୍କୁ ନିୟୂ ହୋପ ନର୍ସିଂହୋମର କତୃପକ୍ଷ ଛାଡିଲେନି ରୋଗୀ l ରୋଗୀଙ୍କର ସମ୍ପକ୍ରୀୟ ମୁହାଁମୁହିଁ କର୍ତ୍ତୃପକ୍ଷ ମୁହାଁମୁହିଁ

 

 – ଢେଙ୍କାନାଳ ସହରରେ ଛତୁ ଫୁଟିଲା ଭଳି ଘରୋଇ ନର୍ସିଂହୋମ ଖୋଲିବାରେ ଲାଗିଛି l ଢେଙ୍କାନାଳ ସହରର ଦକ୍ଷିଣକାଳୀ ଠାରେ ଥିବା ନିଉ ହୋପ ନର୍ସିଂହୋମରେ ରୋଗୀଙ୍କୁ ଅର୍ଥ ଲୁଟୁଥିବାର ଅଭିଯୋଗ ହେଇଛି l14 ତାରିଖ ଦିନ ଭୁବନ ଅଂଚଳର ଜଣେ ମହିଳାଙ୍କୁ ପ୍ରସୂତି ପାଇଁ ଜଣେ ଡ୍ରାଇଭର ନିଉ ହୋପ ନର୍ସିଂହୋମରେ ଆଡିମିଶନ କରାଇଥିଲେ ଓ ତାଙ୍କର ବିଜୁ ସ୍ଵlସ୍ଥ୍ୟ କନ୍ୟାଣ ଯୋଜନାରେ ଚିକିତ୍ସା କରାଇବା ପାଇଁ ଆଣିଥିଲେ l ଚିକିତ୍ସା ପରେ ତୁମର ସ୍ଵlସ୍ଥ୍ୟ କlଡେ ଥାଇ ମଧ୍ୟ ନର୍ସିଂହୋମ କତୃପକ୍ଷ ମାଗିଥିବାର ଅଭିଯୋଗ କରୁଛନ୍ତି ରୋଗୀଙ୍କ ପରିବାର ଲୋକ l ଏ ସମ୍ପର୍କରେ ଆମେ ନିଉ ହୋପ ନର୍ସିଂହୋମ କତୃପକ୍ଷଙ୍କୁ ଫୋନ ଯୋଗେ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରିବାରୁ ଫୋନ ରସିଭି କରିନଥିଲେ ନର୍ସିଂହୋମ କତୃପକ୍ଷ l

 

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିଉଜ 

Related Articles

Back to top button