LIVE TV

ପାଟଣା ରେ ନାଟକ ମଞ୍ଚସ୍ଥ।

ଚଳିତ ମାସ 14ଓ 15ତାରିଖ 2ରାତ୍ର ବ୍ୟାପି ଛତିଆ ଇଛାନଗର ପାଟଣା ବାଲିଯାତ୍ରା ପଡିଆ ଠାରେ ଗୌରୀ ଶଙ୍କର ଯୁବକ ସଂଘ ଆନୁକୂଲ୍ୟରେ ମା ଶାରଳା ନାଟ୍ୟ କଳା ପରିଷଦ ଚିତା କର୍ଷକ ନାଟକ ମଞ୍ଚସ୍ଥ କରିଅଛି, ଗ୍ରାମର ଛୋଟ ବଡ଼ କଳାକାର ଏଥିରେ ଭାଗ ନେଇଥିଲେ, ପ୍ରଥମ ରଜନୀ ରେ ଆଖିଏ ଲୁହ କୁ ଛାତିଏ କୋହ ଦ୍ୱିତୀୟ ରଜନୀ ରେ ମୁଁ ଭଦ୍ରିକିଆ ଟୋକା ନାଟକ ରେ ଶ୍ରୀଧର ମହାନ୍ତି ନିର୍ଦେଶ ନା ଦେଇଥିଲେ, ପ୍ରଥମ ରଜନୀ ରେ ବିଜେପି ନେତା ଅମର ନାୟକ ଯୋଗ ଦେଇ ନାଟକ ର ଶୁଭ ଉଦଘାଟନ କରି ଥିଲେ ହରି ହର ନାଥ ଶିବ ରାମ ବାଇ ଅତିଥି ଭାବେ ଯୋଗ ଦାନ କରି ଥିଲେ, ଦ୍ୱିତୀୟ ରଜନୀ ରେ ସମାଜ ସେବୀ ରବୀନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାମ ବାସି ଙ୍କୁ ଉତ୍ସାହିତ କରାଇଥିଲେ, ଆନୁଷ୍ଠାନିକ ଭାବରେ ଉଦଯାପନୀ ସମାରୋହ ର ଫିତା କାଟି ଥିଲେ ER ତୁଷାର କାନ୍ତ ପଣ୍ଡା ଓ ସ୍ଥାନୀୟ ସରପଞ୍ଚ ରମେଶ ପୃଷ୍ଟି ସମ୍ମାନିତ ଅତିଥି ଭାବେ ଯୋଗ ଦା ନ କରିଥିଲେ ରାଜୁ ଭାଇ ସଂଗୀତ ନିର୍ଦେଶନା ଦେଇଥିଲ,

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button