ଅଭିମନ୍ୟୁ ସାମନ୍ତ ସିଂହାର ସାହିତ୍ୟ ସୃଜନୀ ର 2ୟ ବାର୍ଷିକ ରାଜ୍ୟ ସ୍ତରୀୟ ସାରସ୍ୱତ ସମ୍ମିଳନୀ


ଆଜିଏ୍ୟତିହାସିକପୀଠ ଛତିଆ ଅମରବତୀ କଲ୍ୟାଣୀ ମଣ୍ଡପ ଠାରେ ଅଭିମନ୍ୟୁ ସାମନ୍ତ ସିଂହାର ସାହିତ୍ୟ ସୃଜନୀ ର 2ୟ ବାର୍ଷିକ ରାଜ୍ୟ ସ୍ତରୀୟ ସାରସ୍ୱତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି, ପ୍ରତିଷ୍ଠାତା ତଥା ଅନୁଷ୍ଠାନ ର ସମ୍ପାଦକ ନଟବର ପ୍ରଧାନ ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ ଆୟୋଜିତ ସମ୍ମିଳନୀ ରେ ସାହିତିକ ପ୍ରଫୁଲ କୁମାର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟ କ୍ରମ ର ଶୁଭ ଉଦଘାଟନ କରିଥିଲେ, କେନ୍ଦ୍ର ସାହିତ୍ୟ ପୁର ସ୍କାର ପ୍ରାପ୍ତ ବିଶିଷ୍ଟ ସାହିତିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଶ୍ରୀଯୁକ୍ତ ରାମଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ,ସାହିତିକ ଶ୍ରୀକାନ୍ତ ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ, ଏଥିରେ 130ଜଣ ପ୍ରତିଭା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ନଟବର ପ୍ରଧାନ ଙ୍କ 3ୟ ପୁସ୍ତକ ଅଜାଙ୍କ ରାଗ ଓ ଉର୍ମିଳା ଦାସ ଙ୍କ ଫିକା ଫଗୁଣ ପୁସ୍ତକ କୁ ମଂଚାସୀନ ଅତିଥି ମାନେ ଉନ୍ମୋଚନ କରି ଥିଲେ, କାର୍ଯ୍ୟକାରୀ ସଭାପତି ଅମୁଲ୍ୟ ନାୟକ ଛତିଆ ସରପଞ୍ଚ ରମେଶ ପୃଷ୍ଟି ଅଶୋକ ସାମଲ ଦେବଯାନୀ ପ୍ରଧାନ ସରୋଜିନୀ ରଥ ରଜନୀ କାନ୍ତ ପୃଷ୍ଟି ବାସନ୍ତୀ ମହାନ୍ତି ବଡ଼ଚଣା iic ଶରତ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ, ପ୍ରିୟ ଦର୍ଶିନୀ ମିଶ୍ର ରଂଜିତା ଦାସ ରଶ୍ମିତା ଦାସ ଅଲେଖ ମହାରଣା ସସ୍ମିତା ପଟନାୟକ ଅନିଲ ଦାଶ ଓ ନୃସିଂହ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରି ଥିଲେ, ସରୋଜ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ,
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ




