LIVE TV

ବୃନ୍ଦାବହଲ ଛକ ନିକଟରେ ହାଇୱା ଧକାରେ ଦୁର୍ଘଟଣା,ଜଣେ ମୃତ ଜଣେ ଗୁରୁତ୍ୱର 


ଆଜି ସକାଳୁ ସକାଳୁ ଏକ ଅଭାବନୀୟଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ବୃନ୍ଦାବାହାଲ ଛକ ନିକଟ ରେ ସ୍କୁଟି କୁ ଟ୍ରକ୍ ଧକା ଦେବା ଫଳରେ ଘଟଣା ସ୍ଥଳରେ ଜଣ କର ମୃତ୍ୟୁ ଘଟି ଥିବା ବେଳେ ଜଣେ
ଗୁରୁତର ହୋଇଛନ୍ତି l ମୃତକ ହେଉଛନ୍ତି ଜୟପାଟଣା ଥାନା ଟେମରା ଗାଁ ର ମିନାକ୍ଷୀ ନାଏକ 17ଓ ଗୁରୁତର ହେଉଛନ୍ତି ଖେମ୍ ରାଜ ନାଏକ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭବାନୀ
ପାଟଣା ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ଦୁର୍ଘଟଣା ଘଟାଇ ଥିବା ଟ୍ରକ୍ ଟି ଘଟଣା ସ୍ଥଳ ରୁ ଚଂପଟ ମାରୀ ଥିବା ବେଳେ ଗୋଲାମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button