LIVE TV

ମିଲେଟ୍ସ ମଦର କାର୍ଯ୍ୟକ୍ରମ ଉଦଯାପିତ

 

ଉଲୁଣ୍ଡା ୧୩/୧୦ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଅଧିନସ୍ଥ “ରାଧା ” ସେଚ୍ଛାସେବୀ ସଂଗଠନ ତରଫରୁ ତଥା ଓଡିଶା ମିଲେଡ ମିଶନ ନିର୍ଦ୍ଦେଶ କ୍ରମେ ମିଲେଟ୍ସ ମଦର କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।ବ୍ଳକ ର ଚଡାଇପଙ୍କ,କ୍ଷେମାଲୋଏ,ଏସ ପତ୍ରାପାଲି,ଯଉଁରାଭଉଁରା ଓ ସିଣ୍ଢୋଳ ପଞ୍ଚାୟତ ରେ ଏସ.ଏସ.ଜି,ପ୍ରସୂତି,ଗର୍ଭବତୀ ମହିଳାଙ୍କୁ ନେଇ ସଚେତନତା ଶିବିର ଓ ପ୍ରସ୍ତୁତି ମାଣ୍ଡିଆ ଖାଦ୍ୟ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ବ୍ଳକ ସଂଯୋଜକ ସୁଜିତ ସାହୁ ପରିଚାଳନା କରିଥିଲେ।ମହିଳା ସ୍ଵାସ୍ଥ୍ୟ କର୍ମି ସାମିଲ ହୋଇ ଏହାର ଉପକାରିତା ଉପରେ ଅବଗତ କରାଇଥିଲେ।ଏହି କାର୍ଯ୍ୟକ୍ରମ ରେ ସମସ୍ତ ସିଆରପି ସାହାର୍ଯ୍ୟ କରିଥିବା ବେଳେ କୃଷକ ଉତ୍ପାଦନ କମ୍ପାନୀ ର ଜୟବ୍ରତ କର୍ଣ୍ଣ ଧନ୍ୟବାଦ ଅର୍ପଣ ଦେଇଥିଲେ।

ଉଲୁଣ୍ଡା ରୁ ରାଜେଶ ବାଘ ଙ୍କ ରିପୋର୍ଟ ସମର୍ଥ ନିୟୁଯ

Related Articles

Back to top button