Country

ଜଗନ୍ନାଥ ଚକ୍ଷୁ ହସ୍ପିଟାଲ ର ଶୁଭ ଉଦଘାଟନ

ବଡ଼ଚଣା ବ୍ଲକ ସୋଲର ପଂଚାୟତ ପାଇକେରା ପୁର ଠାରେ ଆଜି ଜଗନ୍ନାଥ ଚକ୍ଷୁ ହସ୍ପିଟାଲ ର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଅଛି, ଅତ୍ୟାଧୁନିକ ଚକ୍ଷୁ ଯନ୍ତ୍ର ପାତି ସହିତ ବିଜୁ ସ୍ୱାସ୍ଥ୍ୟ କାର୍ଡ ରେ ମିଳୁଥିବା ସମସ୍ତ ସୁବିଧା ଉପଲବ୍ଧ, ଏହି ଉଦଘାଟନ ଉତ୍ସବ ରେ ରେନବୋ ହସ୍ପିଟାଲ ର ଡାକ୍ତର ପ୍ରଦୋତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି scb ମେଡିକାଲ ଚକ୍ଷୁ ବିଭାଗ ର ଡାକ୍ତର ବାଲକୃଷ୍ଣ ସାମନ୍ତ ରାୟ ଛତିଆ ସରପଞ୍ଚ ରମେଶ ପୃଷ୍ଟି ଓ ପ୍ରଭାତ ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ, sk ସରୱେର ଇଜାଜ ଅଜିମ ଉଦିନ ଖାନ ସତ୍ୟଜିତ ସାହୁ ଓ ଶିରାଜଉଁଦିନ ସହଯୋଗ କରିଥିଲେ

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button