LIVE TV

ସମାଜ ସେବୀ ଙ୍କ ଏକାଦଶାହ ରେ ସ୍ମୃତି ସଭା

ବଡ଼ଚଣା ବ୍ଲକ ପାରିଆ ଗ୍ରା ପ ବରୁଣିଆ ଗ୍ରାମ ର ସମାଜସେବୀ ନିଗମାନନ୍ଦ ରାଉତ ଙ୍କ ଏକା ଦଶାହ ରେ ଆଜି ତାଙ୍କ ବାସ ଭବନ ଠାରେ ଏକ ସ୍ମୁତି ସଭା ଅନୁଷ୍ଠିତ ହୋଇଯାଇଛି, ଅଶୋକ ସାମଲ ଏଥିରେ ଅଧକ୍ଷତା କରି ଥିଲେ କୈଳାସ ରାଉତ ପ୍ରାକ୍ତନ ବ୍ଲକ ଅଧକ୍ଷ ମିହିର ପ୍ରତାପ ଦାସ ସ୍ତମ୍ଭକାର ଦେବ ଯାନୀ ପ୍ରଧାନ ବିଜେପି ନେତ୍ରୀ ଅନନ୍ତ ଷେଣ୍ଢ ସମାଜ ସେବୀ er ଯଶୋଦୀପ୍ତ ସାମଲ ନିରଞ୍ଜନ ମାଝୀ ଶିକ୍ଷାବିତ ଧୀରେନ୍ଦ୍ର ରାଉତ କୈଳାସ ରାଉତ ସରପଞ୍ଚ ବେଣୁଧର ବିଶ୍ୱାଳ ଅଧାପକ ନିତ୍ୟାନନ୍ଦ ନାୟକ କମ୍ରେଡ ପୀତବାସ ବାରିକ ଡମ୍ବରୁ ଧର ରାଉତ ସାମ୍ବାଦିକ କାର୍ତିକ ରାଉତ ପ୍ରମୁଖ ସ୍ବର୍ଗତ ନିଗମାନନ୍ଦ ଙ୍କ ଗୁଣ ଗାନ କରିଥିଲେ, ସେ ଥିଲେ ଜଣେ ସୁନାମ ଧନ୍ୟ କ୍ରୀଡା ବିତ ସ୍ୱାସ୍ଥ୍ୟ କର୍ମୀ ଓ ଅନୁଷ୍ଠାନ ପ୍ରେମୀ ଦରଦୀ ମଣିଷ ବୋଲି ବକ୍ତା ମାନେ ମତ ବ୍ୟକ୍ତ କରି ଥିଲେ, ଶକ୍ତି ରଞ୍ଜନ ରାଉତ ଧନ୍ୟବାଦ ଅର୍ପଣ କରି ଥିଲେ

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button