Country

ଗଞ୍ଜାମ ଜିଲ୍ଲା ଆସିକା ଆଇଆଇସି ଥିବା ସମୟରେ ପୁଣି ଚର୍ଚ୍ଚାରେ ତତ୍କାଳୀନ ଆସିକା ଥାନା ଅଧିକାରୀ ତଥା ବର୍ତ୍ତମାନର ପୁରୀ ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ ।

ଗଞ୍ଜାମ ଜିଲ୍ଲା ଆସିକା ଆଇଆଇସି ଥିବା ସମୟରେ ପୁଣି ଚର୍ଚ୍ଚାରେ ତତ୍କାଳୀନ ଆସିକା ଥାନା ଅଧିକାରୀ ତଥା ବର୍ତ୍ତମାନର ପୁରୀ ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ । ଗୋଟିଏ ବର୍ଷ ମଧ୍ଯରେ ହୋଇ ପାରିଛି 12ଟି ଅପରାଧିକ ମାମଲା ର ଦଣ୍ଡବିଧାନ । ଶ୍ରୀ ସାହୁଙ୍କ ସଠିକ ତଦନ୍ତ ଓ ଉଚିତ କାର୍ଯ୍ୟାନୁଷ୍ଠାନ ହେତୁ ଅପରାଧି ମାନେ ପାଇ ପାରିଲେ ଦଣ୍ଡ । 2022 ମସିହା ଆସିକା ମହାଲକ୍ଷ୍ମୀ ସୁନା ଦୋକାନରୁ ସୁନା ଅଳଙ୍କାର ଲୁଟ ଘଟଣାରେ ମଧ୍ଯ ଆଜି ପାଇଲା ରାୟ ପ୍ରକାଶ । 5 ଅଭିଯୁକ୍ତଙ୍କୁ ଦଶ ବର୍ଷ କାରାଦଣ୍ଡାଦେଶ ସୁଣାଇଲେ ଆସିକା ଜିଲ୍ଲା ଦୌରାଜଜ । ଓଡ଼ିଶା ପୋଲିସ ପାଇଁ ପୁଣି ଗର୍ବ ଆଣିଲେ ତତ୍କାଳୀନ ଥାନା ଅଧିକାରୀ ତଥା ବର୍ତ୍ତମାନର ପୁରୀ ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ ।।

ଗଞ୍ଜାମ ରୁ ଭବାନୀ ଶଙ୍କର ପଣ୍ଡା ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button