Country

ନିଆଳି ବିଧାୟକ  ତଥା କଟକ ଜିଲ୍ଲା କମିଟି ଅଧକ୍ଷ, ଡାକ୍ତର ପ୍ରମୋଦ କୁମାର ମଲ୍ଲିକ  ନେତୃତ୍ଵରେ ଏକ ବିଶାଳ ପଦ ଯାତ୍ରା ଅନୁଷ୍ଠିତ

 ନିଆଳି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଣ୍ଟାପଡ଼ା ବ୍ଳକ ନଅ ନମ୍ବର,ଜେନର ଦ୍ୱିତୀୟ ପର୍ଯ୍ୟାୟରେ   ନିଆଳି ବିଧାୟକ  ତଥା କଟକ ଜିଲ୍ଲା କମିଟି ଅଧକ୍ଷ, ଡାକ୍ତର ପ୍ରମୋଦ କୁମାର ମଲ୍ଲିକ  ନେତୃତ୍ଵରେ ଏକ ବିଶାଳ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । . ଏହି ପଦଯାତ୍ରାରେ କଣ୍ଟାପଡ଼ା ବ୍ଳକର (୮ ) ନମ୍ବର ଜୋନର ଜିଲ୍ଲାପରିଷଦ ତଥା ସଭାପତି ବିଜୁ ଜନତା ଦଳ କଣ୍ଟାପଡ଼ା ବ୍ଳକ ପିୟୁଷରଞ୍ଜନ ମିଶ୍ର, ବିଜୁ ମହିଳା ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ସ୍ମିତାରାଣୀ ସ୍ୱାଇଁ, କଣ୍ଟାପଡ଼ା (ନଅ ନମ୍ବର) ଜୋନର ଜିଲ୍ଲାପରିଷଦ କ୍ରିଷ୍ଣାରାଣୀ ବେହେରା । କଣ୍ଟାପଡ଼ା ବ୍ଳକ ଆତ୍ମା ଅଧକ୍ଷ ନକୁଳ ରାଉତ, ବ୍ଳକ ସଂସଦ ପ୍ରତିନିଧି ତଥା ଯୁବ ବିଜେଡି ସଭାପତି ବିମାନ ବିହାରୀ ବେହେରା । କଣ୍ଟାପଡ଼ା ବ୍ଳକ ବିଜେଡି ଚିକିଟା ଲ ସମ୍ପାଦକ ପ୍ରିତମ ମହାପାତ୍ର ବ୍ରାହ୍ମଣବାଟୀସରପଞ୍ଚ ତଥା କ୍ଟାପଡ଼ା ବ୍ଳକ ସରପଞ୍ଚ ସଂଘର ସଭାପତି ସଞ୍ଚୟ କୁମାର ରାଉତରାୟ ପୋସ୍ତଳସରପଞ୍ଚ ସମ୍ମିତାଶା ସେନାପୋସ୍ତଳ ସମିତି ସଭ୍ୟା ସସ୍ମିତା ଦାସ ଅଡ଼ଶପୁର ସରପଞ୍ଚସୁବ୍ରତ ଦାସ ଉତ୍ତାରଣ ସରପଞ୍ଚ ହେମନ୍ତ କୁମାର ମଲ୍ଲିକ ବ୍ରାହ୍ମଣସାଇଲେ । ସେବା ସମବାୟ ସମିତି ସଭାପତି ସୁରେନ୍ଦ୍ର ପାତ୍ରଙ୍କ ସହ ବିଶୁ ଜନତା ଦଳର ଶତାଧିକ କ୍ରର୍ମୀ ଯୋଗଦାନ କରି କାର୍ଯ୍ୟକୁ ସଫଳ କରିଥିବାରୁ ସମସ୍ତଙ୍କୁ ମାନ୍ୟବର ବିଧାୟକ ଆନ୍ତର୍ଗିକ ଧନ୍ୟବାଦ ଜଣାଇଥିଲେ ।ପଦ ଯାତ୍ରା ମାଧ୍ୟମରେ ସରକାରଙ୍କ କଲ୍ୟାଣକାରୀ କାଯ୍ୟ ଓ ବିଜୁ ଜନତା ଦଳର ବିକାଶର ବର୍ତ୍ତୀ ତୃଣମୂଳ ସ୍ତରରେ ପହନ୍ଚାଇବା ସହ ଲୋକଙ୍କ ନିକଟତର ହୋଇ କାମ କରିବାକୁ ଦଳୀୟ କର୍ମୀଙ୍କ ପାଇଁ ନୂଆ ଉସାହ ଓ ସୁଯୋଗ ସୃଷ୍ଟି କରିଛି । ଏହି କାର୍ଯ୍ୟଙ୍କୁ ବ୍ୟାପକ କରିବା ସହ ନୂଆ ଓଡ଼ିଶା ଗଠନ ପାଇଁ ଆଗେଇ ଆସିବାକୁ ଆହ୍ଵାନ କରିଛନ୍ତି। କଣ୍ଟାପଡ଼ା ରୁ ପୁଷ୍ପଲତା ଦୀକ୍ଷିତ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button