ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ପୁରୁଷତ୍ତମପୁର ବ୍ଲକ ରେ BJD ର ଜନ ସମ୍ପର୍କ ଯାତ୍ରା

ଆଜି 10-10-2 023ତାରିଖ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ ପ୍ରକାରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ପୁରୁଷତ୍ତମପୁର ବ୍ଲକ ର ପନ୍ଦରଟି ପଞ୍ଚାୟତ ଓ ପୁରୁଷତ୍ତମପୁର NAC ରେ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇନବୀନ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଗୁଡିକୁ ଜନ ସାଧାରଣଙ୍କୁ ଅବଗତ କରାଯିବା ସହ ପୁଣି ଥରେ ଦଳକୁ ଜିତାଇ ବାକୁ ଅନୁରୋଧ କରାଯାଇଥିଲା
ଏଥିରେ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପିଙ୍କି ବେହେରା NAC ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଙ୍କା ଗଉଡ଼ ବ୍ଲକ ମହିଳା ସଭାପତି ଶ୍ରୀମତୀ ଗୀତାଞ୍ଜଳୀ ବସ୍ତିଆ ଙ୍କ ସମେତ ବ୍ଲକ ଯୁବ BJD ସଭାପତି ନୀଳମଣି ପଣ୍ଡା ସାଂସଦ ପ୍ରତିନିଧି ପ୍ରେମାନନ୍ଦ ସାହୁ ସନାତନ ନାୟକ ଜିଲ୍ଲା ଉପସଭାପତି ଶ୍ରୀ ଦିଗାମ୍ବର ପାଣିଗ୍ରାହି ବ୍ଲକ ସଭାପତି ଶ୍ରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ବରିଷ୍ଠ ବ୍ଲକ ବିଜେଡି ନେତା ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଦାଶ ଶ୍ରୀ ନରସିଂହ ପଣ୍ଡା NAC ଉପାଧ୍ୟକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା କାଉନସିଲର ଶ୍ରୀ ଅଶୋକ ମହାଙ୍କୁଡ ଶ୍ରୀ ଭାସ୍କର ବେହେରା ଙ୍କ ସମେତ ସମସ୍ତ ନେତା ଓ କର୍ମୀ ଭାଗ ନେଇଥିଲେ
ପୁରୁଷୋତ୍ତମ ପୁର ବ୍ଲକ ରୁ ଅଜିତ କୁମାର ପାଢି ସମର୍ଥ ନିଉସ