Business

ମାଧବାନନ୍ଦ ମନ୍ଦିର ପ୍ରାଙ୍ଗଣରେ ସୁମଧୁରଜଣାଣ ।

ମାଧବାନନ୍ଦ ମନ୍ଦିର ପ୍ରାଙ୍ଗଣରେ ସୁମଧୁରଜଣାଣ । କଟକ, ସମର୍ଥ ନିୟୁଜ୍‌, ସତରେ ଭଗବାନଙ୍କ ସୃଷ୍ଟି କେତେ ବିଚିତ୍ର .ଏହାକୁ କଳନା କରିବା ବଡ଼ କଷ୍ଟ ସାଧ୍ଯ , ମାନବ କୁହେ ମୁଁ ସବୁକିଛି କରିପାରୁଛି, ତା ନିଜ ଇଛାରେ ନୁହେଁ । ସବୁତ ସେହି ଦୟାମୟଙ୍କ ଇଚ୍ଛାରେ । ପୂର୍ଣ୍ଣ ହୁଏ । ଏହି ବିଦ୍ୟାଙ୍କମାନଙ୍କୁ ଦେଖି ବାରିହୋଇଯାଉଥିଲା ସବୁକିଛି । ଇଶ୍ଵର ଯେତେବେଳେ ଗୋଟାଏ ପାଖ ବନ୍ଦକରିଥାନ୍ତି ।ଆଉ ଗୋଟାଏ ପାଖ ଖୋଲା ଛାଡି ଥାନ୍ତି । କଣ୍ଟାପଡ଼ା ବ୍ଳକ ଅଡଶପୁରୁ ମାଧବାନନ୍ଦ ମନ୍ଦିର ପ୍ରାଙ୍ଗଣରେ ସ୍ୱର, ଲୟ, ତାଳ-ଦେଇଭାଷି ଆସୁଥାଏ ହୃଦୟସ୍ପର୍ଶୀ ପ୍ରଭୁଙ୍କ ଜଣାଣ, ଏହି ଦିବ୍ୟାଙ୍ଗମାନେ ନିଜକୁ ଅସହାୟ ମନେ ନ କରି, କାହା ଉପରେ ନିର୍ଭର ନକରି ପେଟ ପାଇଁ ମୁଠେଦୀନା,ଆଉ ଦେହ ପାଇଁ ଖଣ୍ଡେ ବସ୍ତ୍ର, ଦେଖିଲେ ଲାଗୁଥିଲା ଏମାନେ କାହା ଉପରେ ବୋଝ ନୁହନ୍ତି । ଏଠାରେ ଲାଗିଯାଇଥିଲା ଦର୍ଶକଙ୍କ ଭିଡ଼ । ଦାନବାକ୍ସରେ ଦେଉଥିଲେ ଦାନ, ପ୍ରଭୁଙ୍କ ନାମ ଗ।ଇକରୁଥିଲେ ରୋଜଗାର,କରୁନଥିଲେ ଭିକ୍ଷା ମାଗି କିଛି ଇଶ୍ଵର ଏମାନଙ୍କୁ ସହାୟ ହୁଅନ୍ତୁ।

କଣ୍ଟାପଡ଼ାରୁ ପୁଷ୍ପଲତା ଦୀକ୍ଷିତଙ୍କ ରିପୋଟ ସମର୍ଥ ନିୟୁଜ୍‌

Related Articles

Back to top button