Country
ପାଇକେରାପୁର ର ଅକ୍ଷୟ ମଲିକ ଙ୍କୁ ମିଳିଲା ସ୍ବର୍ଣ୍ଣ ପଦକ


ହରିଆନା ର କରନାଲ ଠାରେ ଅନୁଷ୍ଠିତ ହୋଇ ଯାଇ ଥିବା ସର୍ବ ଭାରତୀୟ ପୁଲିସ କୁସ୍ତି କ୍ଳଷ୍ଟର ପ୍ରତିଯୋଗିତା ରେ ଓଡିଶା କୁ ମିଳିଛି ସ୍ବର୍ଣ୍ଣ ପଦକ, ଏହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଓଡିଶା ପ୍ରତିଯୋଗୀ ହାବିଲଦାର ଅକ୍ଷୟ କୁମାର ମଲିକ, ଅକ୍ଷୟ ହେଉଛନ୍ତି ଛତିଆ ସୋଲର ପଂଚାୟତ ଅନ୍ତର୍ଗତ ପାଇକେ ରା ପୁର ମାଟିର ସୁଯୋଗ୍ୟ ସନ୍ତାନ, ଏହି ଖୁସି ଖବର ଶୁଣି ସୋଲର ପଂଚାୟତ ର ପୂର୍ବ ତନ ସରପଞ୍ଚ ନୀଳମଣି ରାଉତ ଅକ୍ଷୟ ଙ୍କ ଘରେ ପହଂଚି ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନାକରି ଥିବା ଦେଖିବାକୁ ମିଳିଛି
ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ




