Country
କୋଦଳା ସ୍ବର୍ଣ୍ଣମୟୀ ସରକାରୀ ହାଇସ୍କୁଲ ଠାରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ।


ଆଜି ଗଞ୍ଜାମ ଜିଲ୍ଲା ର ସମସ୍ତ କ୍ଲଷ୍ଟର ରେ ଶିଶୁମାନଙ୍କ ଆନ୍ତର୍ନିହିତ ଗୁଣର ବିକାଶ ପାଇଁ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି ଏହି ଅବସର ରେ କୋଦଳା ସ୍ବର୍ଣ୍ଣମୟୀ ସରକାରୀ ହାଇସ୍କୁଲ ଠାରେ ଅନୁଷ୍ଠିତ ଉତ୍ସବରେ କୁମାରୀପରି ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ନରସିଂହ ପଣ୍ଡା ମୁଖ୍ୟ ଅତିଥି ପୂର୍ବତନ SIS ଶ୍ରୀ ସୁଦର୍ଶନ ବାରିକ ମୁଖ୍ୟ ବକ୍ତା ABEO ଶ୍ରୀ ସୋମନାଥ ସେଠି ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀମତି ଚନ୍ଦ୍ରା ବତୀ ପାତ୍ର ଶ୍ରୀ ଲଷ୍ମୀ ନାରାୟଣ ରଥ ଶ୍ରୀ ଅଶ୍ୱିନୀ ପ୍ରହରାଜ ଶ୍ରୀ ପଙ୍କଜ ବେହେରା ପ୍ରମୁଖ ସାନମାନୀଥ ଅତୀଥି ଭାଭେ ଯୋଗ ଦେଇ ଥିଲେ ଶିକ୍ଷତ୍ରୀ ଶ୍ରୀମତୀ ଇସ୍ପିତା ମିଶ୍ର ସଭା ପରିଚାଳନା କରିଥିଥିଲେ କୃତି ପ୍ରତିଯୋଗିତା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୁତ କରାଯାଇଥିଲା
ପୁରୋଷାତ୍ତମ ପୁର ବ୍ଲକ ରୁ ଅଜିତ କୁମାର ପଢି ଙ୍କ ରିପୋର୍ଟ ସମର୍ଥ ନିୟୁଜ




