Country

କଂଗ୍ରେସ ଦଳ ପକ୍ଷରୁ ଜନ ସମ୍ପର୍କ ପଦ ଯାତ୍ରା

ଆଜି ବଡ଼ଚଣା ବ୍ଲକ ନେଳିଆ ପଂଚାୟତ ରେ କଂଗ୍ରେସ ଦଳ ପକ୍ଷରୁ ଏକ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି, କ୍ୟାପଟେନ ରାଜ ନାରାୟଣ ମହାପାତ୍ର ଙ୍କ ନେତୃତ୍ୱ ରେ ଶହ ଶହ ସଂଖ୍ୟା ରେ କଂଗ୍ରେସ କର୍ମୀ ଏକଜୁଟ ହୋଇ ଏକ ବିଶାଳ ଶୋଭା ଯାତ୍ରା ରେ ଛତିଆ ଭଟିଆ ଛକ ଠାରୁ ବାହାରି ବଟ ତଳ ବଜାର ହାଇସ୍କୁଲ ରୋଡ ସୋଲର ଛକ 16ନମ୍ବର ଜାତୀୟ ରାଜପଥ କଲେଜ ଛକ ନେଳିଆ ଓ ବିଦ୍ୟାଧର ପୁର ଗ୍ରାମ ଦେଇ ଅମରା ବତୀ ମଠ ରେ ପହଂଚି ଥିଲେ, ଘର ଘର ବୁଲି କ୍ୟାପଟେନ ସାଧାରଣ ଲୋକ ଙ୍କଭଲ ମନ୍ଦ ଖବର ପଚାରି ବୁଝି ଥିଲେ,

[10/8, 19:47] SN BADACHANA KARTIKA ROUT ( CHATIA): ଶହ ଶହ ମହିଳା ଏହି ଶୋଭା ଯାତ୍ରା ରେ ଭାଗ ନେଇଥିଲେ, ଅମରା ବତୀ ଠାରେ ଏକ ସାଧାରଣ ସଭା ର ଆୟୋଜନ କରାଯାଇଥିଲା, କ୍ୟାପଟେନ ଶ୍ରୀଯୁକ୍ତ ମହାପାତ୍ର ସରକାର ଙ୍କ ବିଭିନ୍ନ ଦୁର୍ନୀତି ଓ ବାଟ ମାରଣା ନୀତି ଉପରେ ବର୍ଷି ଥିଲେ, ଜିଲ୍ଲା କଂଗ୍ରେସ କମିଟି ସଭାପତି ମନୋଜ ରାଉତ ପିସିସି ସମ୍ପାଦକ ଜ୍ଞାନ ପଟନାୟକ ରଜତ ଚୌଦୂରୀ ଅରୁଣ ସାହୁ ରାଜ୍ୟ ମହିଳା ସଭା ନେତ୍ରୀ ବନ୍ଦିତା ପରିଡା ପ୍ରମୁଖ ସରକାର ଙ୍କ ଉପରେ ବର୍ଷି ଥିଲେ ବନ୍ତଳା ପଂଚାୟତ ସଭା ପତି ଡମ୍ବରୁ ସ୍ୱାଇଁ ଧନ୍ୟବାଦ ଅର୍ପଣ କରି ଥିଲେ ବୈରୀ ଥାନା ପୋଲିସ ସଦଳ ବଳେ ଉପସ୍ଥିତ ରହି ଆଇନ ଶୃଙ୍ଖଳା ରକ୍ଷା କରି ଥିଲେ

ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ

 

Related Articles

Back to top button