Orisha
ଖଲିଆପାଲି ପଞ୍ଚାୟତରେ କଣ୍ଟାମାଳ ବ୍ଲକ କଂଗ୍ରେସ ପକ୍ଷରୁ ଘରେଘରେ ହାତ କାର୍ଯ୍ୟକ୍ରମ


କଣ୍ଟାମାଳ, ତା: ୩/୧୦ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ କଂଗ୍ରେସ ପକ୍ଷରୁ ଖଲିଆପାଲି ଗ୍ରାମ ପଞ୍ଚାୟତରେ ଅଧିନ ସମସ୍ତ ଗ୍ରାମରେ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ ବାର୍ତ୍ତାନେଇ ବ୍ଳକ ଉପସଭାପତି ନିତ୍ୟାନନ୍ଦ କର୍ମୀଙ୍କ ନେତୃତ୍ୱରେ ଘରକୁ ଘରକୁ ଯାଇ ଲୋକଙ୍କ ସହିତ ମିଶି ବିଜେପି ଓ ବିଜେଡିର ଗରିବ ମାରଣା ନିଜକୁ ପହଞ୍ଚାଇଥିଲେ। ଏହି କାର୍ଯ୍ୟକ୍ରମରେରେ ଏଆଇସିସିର ସଦସ୍ୟ ବିସ୍ମୟ ମହାପାତ୍ର, ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ସାହୁ, ସୁନାଧର ପୁଟେଲ୍, ଗରିବ ପ୍ରଧାନ, ଗୋବର୍ଦ୍ଧନ ରଣା, ସରୋଜ ସାହୁ ,ଉମାକାନ୍ତ ନାଏକ, ନିରଞ୍ଜନ ଜାନି, ସତଞ୍ଜୟ ବାଘ୍, ଶମ୍ଭୁ ନାଗ ଓ ଖଲିଆପାଲି ପଞ୍ଚାୟତର ବହୁ କଂଗ୍ରେସ କର୍ମୀ ସାମିଲ ହୋଇ ଥିଲେ।
କଣ୍ଟାମାଳ ବ୍ଳକ ପ୍ରତିନିଧି ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ



