Orisha

ପଲସାଗୋରା ସରସ୍ଵତୀଶିଶୁ ବିଦ୍ୟା ମନ୍ଦିରରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯକ୍ରମ,

କଣ୍ଟାମାଳ:୦୨/୧୦: (ପ୍ରଭାତ କୁମାର ସାହୁ) ଆଜି ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯକ୍ରମ ଅନୁଷ୍ଟିତ ହୋଇଯାଇଛି,!ଉକ୍ତ କାର୍ଯକ୍ରମରେ ଲକ୍ଷ୍ମୀଧର ସାହୁ ଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ଦୁର୍ଗା ଚରଣ ପୋଢ,ପ୍ରଭାତ ଶାଖାର ପ୍ରମୁଖ କମ୍ଭୁ ସେନ ସାହୁ, ତଥା ସ୍ୱୟଂ ସେବକ ସଂଘର ସଦସ୍ୟ ପ୍ରକାଶ ମହାନନ୍ଦିଆ,ପଲସାଗୋରା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଣବ କୁମାର ଜିଙ୍ଗଲ,ଦଶରଥ ପାଢ଼ୀ, ରାଜ କୁମାର ନାୟକ,ଅଭିଜିତ ମହାପାତ୍ର,ଅଂଶୁମାନ ଖମାରୀ,ରୁଦ୍ର ପ୍ରସାଦ ସାହୁ ପ୍ରମୁଖ ଯୋଗଦାନ କରି ଥିବା ବେଳେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ହେମନ୍ତ ପୁଟେଲ, ବରିଷ୍ଟା ଆଚାର୍ଯ୍ୟା ଲିପସା ଦାସ, ଜୋସ୍ନା ମହାନନ୍ଦିଆ, ସୌରି ପାଢ଼ୀ ଏବଂ ଶିଶୁ ବାଟିକା ପ୍ରମୁଖ ଭକ୍ତ ଚରଣ ସେଠୀ, ବିଦ୍ୟାଳୟର ସେବିକା ଉର୍ମିଳା ବଢେଇ ,ଭଗବତୀ ପୋଢ଼ କାର୍ଯକ୍ରମରେ ସହଯୋଗ କରିଥିଲେ।

କଣ୍ଟାମାଳ ରୁ ପ୍ରଭାତ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button