Orisha

ବଡ଼ଚଣା ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦ ଯାତ୍ରା

ମାନ୍ୟ ବର ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ଙ୍କ ଆହ୍ୱାନ କ୍ରମେ ଓ ବଡ଼ଚଣା ବିଧାୟକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥି ତତ୍ୱା ବଧାନ ରେ ଆଜି ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସର ରେ ବଡ଼ଚଣା ବିଜୁ ଜନତା ଦଳ ପକ୍ଷରୁ ବୈରୀ ଠାରୁ ଏକ ଜନ ସମ୍ପର୍କ ପଦ ଯାତ୍ରା ଆରମ୍ଭ ହୋଇ ମହାତ୍ମା ଗାନ୍ଧୀ ମାର୍ଗ ସୋଲର ଓ ଛତିଆ ଦେଇ ଚମ୍ପାପୁର ଠାରେ ପହଂଚି ଥିଲା, ବୈରୀ ରେଲୱେ ଷ୍ଟେସନ ରେ ଗାନ୍ଧୀ ଙ୍କ ଫଟୋ ଚିତ୍ର ରେ ବିଧାୟକ ଶତପଥି ପୁଷ୍ପ ମାଲ୍ୟ ଦେଇ ଥିଲେ, ରାମ ଧୋନି କରା ଯାଇ ଥୀଲା,ଗାଁ ଭିତରେ ପଶି ଘର କୁ ଘର ପ୍ରତି ଘର ବୁଲି ଲୋକ ମାନଙ୍କଭଲ ମନ୍ଦ ଖବର ପଚାରି ବୁଝି ଥିଲେ, ଏହା ପରେ ବୈରୀ ଗାନ୍ଧୀ ସ୍ମାରକୀ ପାଠାଗାର ନିକଟ ରେ ଥିବା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଥିଲେ, ପଥ ପ୍ରାନ୍ତ ସଭା ହୋଇ ଥିଲା, ସୁରଜିତ ସାହୁ ପଦ୍ମ ନାଭ ସାମଲ ତ୍ରିଲୋଚନ ନାୟକ ଭାଗ୍ୟଧର ସାହୁ ଭାଗ୍ୟ ଧର ମହାନ୍ତି ଏହାକୁ ପରିଚାଳନା କରି ଥିଲେ ଏହି ପଦ ଯାତ୍ରା ସୋଲର ଠାରେ ପହଂଚି ଥୀଲା, ସେଠାରେ ଗାନ୍ଧୀ ଓ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରା ଯାଇ ଥୀଲା, ମାଧବାନନ୍ଦ ମହାପାତ୍ର ରମେଶ ବିଶ୍ୱାଳ ସରପଞ୍ଚ ବିଜୟ ସ୍ୱାଇଁ ସମିତି ସଭ୍ୟ ସଞ୍ଜୟ ବେହେରା ଶିବ ନାୟକ ଓ ସୂଂଧାଂଶୁ ରାଉତ ପ୍ରମୁଖ ଅତିଥି ମାନଙ୍କୁ ପାଛୋଟି ନେଇ ଥିଲେ, ଚମ୍ପାପୁର କଇଥା ଗାନ୍ଧୀ ଶିକ୍ଷା ଶ୍ରମ କୁ ଯାଇ ଗାନ୍ଧୀ ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଚମ୍ପା ପୁର ହାଟ ରେ ଏକ ସାଧାରଣ ସଭା ରେ ବିଧାୟକ ଯୋଗ ଦେଇ ଥିଲେ, ସେଠାରେ ଥିବା ଗାନ୍ଧୀ ଙ୍କ ପ୍ରତି ମୂର୍ତ୍ତି ପୁଷ୍ପମାଲ୍ୟ ଅର୍ପଣ କରି ଵା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ଜୋନ ସଭା ପତି ତଥା ପୂର୍ବତନ ସରପଞ୍ଚ ବାସୁଦେବ ସ୍ୱାଇଁ ମଞ୍ଚ ପରିଚାଳନା କରି ଥିଲେ, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ ଜିଲ୍ଲା ପରିଷଦ ଉପାଧକ୍ଷ ଗଣେଶ୍ୱର ବରାଳ ବ୍ଲକ ଅଧକ୍ଷା ମିନତୀ ସେନାପତି ପୂର୍ବତନ ବ୍ଲକ ଅଧକ୍ଷ ଭାଗ୍ୟଧର ମଲିକ ଜନ ସମ୍ପର୍କ ପଦ ଯାତ୍ରା ର ସଂଯୋଜକ ମିହିର ସ୍ୱାଇଁ ତାପସ ରାୟ ଜିଲ୍ଲା ପରିଷଦ ସଭ୍ୟ ଯତୀନ୍ଦ୍ର ପ୍ରସାଦ ନାୟକ ଦିଲୀପ ରାଉତ କୈଳାସ ରାଉତ ଛତିଆ ସମିତି ସଭ୍ୟ ଦୀପକ ସାହୁ ଗିରିଶ ପାତ୍ର ସାରଦା ମହାନ୍ତି ପବନେଶ୍ୱର ଜେନା ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ ନିରଞ୍ଜନ ସେନାପତି ଆତ୍ମା ଅଧକ୍ଷ ବିପିନ ବିହାରୀ ଜେନା ପଞ୍ଚାନନ ଧଳଫେଡେରେଁସନ ସଭା ନେତ୍ରୀ ପୁଷ୍ପ ଲତା ନାଥ ଜୟଶ୍ରୀ ସାମଲ ସଂଯୁକ୍ତା ନାଥ ଗଗନ ବିହାରୀ ସ୍ୱାଇଁ ପ୍ରମୋଦ ଜେନା ଧୀରେନ୍ଦ୍ର ନାଥ ଓ କପିଳ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗାନ୍ଧୀ ଙ୍କ ନୀତି ଓ ଆଦର୍ଶ ଉପରେ ଆଲୋକ ପାତ କରି ଥିଲେ,

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button