Orisha
୨୦୨୪ ପାଇଁ ବିଜେଡି ପକ୍ଷରୁ ଆରମ୍ଭ ହେଲା ମିଶନ ୨୪ ପଦଯାତ୍ରା ।


ଗାନ୍ଧୀ ଜୟନ୍ତୀ ଅବସରରେ ଆରମ୍ଭ ହେଲା ବିଜେଡ ପକ୍ଷରୁ ପଦଯାତ୍ରା ଏହି ପଦଯାତ୍ରା ଚଳିତ ମାସ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ନିଆଳୀ ଅଞ୍ଚଳର ଜନପ୍ରିୟ ବିଧାୟକ ତଥା ପଦଯାତ୍ରା ର ବିନ୍ଧାଣୀ ପ୍ରଫେସର୍ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ଙ୍କ ଅଦକ୍ଷପରେ ଆଜି କପାସୀ ଠାରୁ ନୂଆ ଗାଁ ସ୍ଥିତ ଶୋଭନେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଜନ ସମ୍ପର୍କ ପଦଯାତ୍ରା କରିଥିଲେ। ବିଫୁଳ ଜନ ସମର୍ଥନ ମଧ୍ୟରେ ପ୍ରଥମ ଦିନର ଏହି କାର୍ଯ୍ୟକ୍ରମ ସଫଳ ହୋଇ ଯାଇଛି। ୧୧ ତାରିଖ ପରେ ପ୍ରତି ପଞ୍ଚାୟତରେ କର୍ମୀ ସମ୍ମୀଳନୀ କରାଯାଇ ୨୦୨୪ ନିର୍ବାଚନ ପାଇଁ ମୈଦାନ ପ୍ରସ୍ତୁତ କରା ଯିବ ବୋଲି ଉପସ୍ଥିତ ଜନ ସାଧାରଣ ଙ୍କୁ ମାନ୍ୟବର ବିଧାୟକ ସୂଚନା ଦେଇଥିଲେ। କଟକ ଜିଲ୍ଲା ନିଆଳି ବ୍ଲକ , ସେକଫୟାଜଉଦ୍ଧିନଙ୍କ ରିପୋର୍ଟ ସମର୍ଥ ନିୟୁଜ



