Orisha
ନିଆଳୀ ବ୍ଲକ ଯାଦବ ମହା ସଂଘ ପକ୍ଷରୁ ଗାନ୍ଧୀ ଜୟନ୍ତ୍ରୀ ପାଳନ।


ନିଆଳୀ ବ୍ଲକ ଯାଦବ ମହା ସଂଘ ପକ୍ଷରୁ ଗାନ୍ଧୀ ଜୟନ୍ତ୍ରୀ ଅବସରରେ ନିଆଳି ର ବିଭିନ୍ନ ସ୍ଥାନ ଯଥା – ଭେଟନାରୀ, ଥାନା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ହାଇସ୍କୁଲ ଏବଂ ମେଡିକାଲ ଛକ ସମେତ ନିଆଳି ବଜାର ଓ ତହସିଲ କାର୍ଯ୍ୟଳୟ ପରିସର ସଫେଇ କାର୍ଯ୍ୟକରିଛନ୍ତି। । ପ୍ରତେକ ମାସର ୨୦ ତାରିଖରେ ନିଆଳିର ବିଭିନ୍ନ ସ୍ଥାନରେ ସଫେଇକରାଯିବ ଏବଂ ବିଭିନ୍ନ ସ୍ଥାନରେ ଡସ୍ଟପିନ ନିର୍ମାଣ ମହାସଂଘ ପକ୍ଷରୁ କରାଯିବ। ଦେଶ ନିର୍ମାଣରେ ସ୍ବଚ୍ଛତା ଅତ୍ୟନ୍ତ ଆବଶ୍ୟକ ବୋଲି ଯାଦବ ମହାସଂଘ ର ଆଗଧାଡିର କର୍ମକର୍ତ୍ତାମତବ୍ୟକ୍ତ କରିଛନ୍ତି।
କଟକ ଜିଲ୍ଲା ନିଆଳି ରୁ
ସେକ୍ ଫୟାଜ ଉଦ୍ଧିନ ।



