Orisha

କଳାହାଣ୍ଡି ଜିଲ୍ଲା ପୋଲିସ ଦ୍ୱାରା ଆଜି ଭବାନୀପାଟଣା ଟାଉନ ହଲ ଠାରେ ସାଇବାର ସଚେତନ ଶିବିର ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ପୋଲିସ ଦ୍ୱାରା ଆଜି ଭବାନୀପାଟଣା ଟାଉନ ହଲ ଠାରେ ସାଇବାର ସଚେତନ ଶିବିର ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ପୌରପାଳିକା ପୌରାଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା , ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂ ଦେଓ, ମୁଖ୍ୟ ବକ୍ତା ଭାବେ କୁଳପତି କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଶ୍ରୀଯୁକ୍ତ ସଞ୍ଜୟ ସାଥପାଥି, ଏସ. ପି କଳାହାଣ୍ଡି ଶ୍ରୀଯୁକ୍ତ ଅଭିଳାଷ ଜି l ଏହି କାର୍ଯ୍ୟକ୍ରମ ରେ ଭବାନୀପାଟଣା ସହର ବାସି ଉପସ୍ଥିତ ରହି ସାଇବର ଠକେଇ ବିଷୟରେ ଏକକ ଅଭିନୟ ମାଧ୍ୟମ ରେ ସଚେତନ ହୋଇଥିଲେ ଓ କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଜିଲ୍ଲା ବାସୀଙ୍କ ସଚେତନ ପାଇଁ ଏକ ସଚେତନ ରଥ ବାହାରି ସମଗ୍ର ଜିଲ୍ଲା ଅଭିମୁଖେ ବାହାରି ଥିଲା l ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button